ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌

ବାଲେଶ୍ୱର,୧।୧୦(ମାନସ ବିଶ୍ୱାଳ): ବାଲେଶ୍ବର  ଜିଲା ରେମୁଣା ଅଞ୍ଚଳରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଶନିବାର
ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମକୁ ସମ୍ପୂର୍ଣ କାଟିଦେଇଛନ୍ତି ।
ଅନ୍ୟପକ୍ଷେ ଏହି ଏଟିଏମ୍‌ଟି  ଫାଣ୍ଡିରୁ ୩୦ ମିଟର ଦୂରରେ  ଅବସ୍ଥିତ ହୋଇ ଥିବାରୁ ଲୁଟ୍‌କୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।