ଚପରାସୀ ପଦବୀ ପାଇଁ ଇଞ୍ଜିନିୟରିଂ ପିଲାଙ୍କ ଲମ୍ବା ଲାଇନ, ସୋସିଆଲ ମିଡ଼ିଆରେ ଭାଇରାଲ…

ଥିରୁଭାନନ୍ତପୁରମ,୨୮।୧୦ : ବେକାର ଯୁବବର୍ଗମାନେ ସେମାନଙ୍କର ଯୋଗ୍ୟତା ଅନୁଯାୟୀ ଚାକିରି ଖୋଜିବାରେ ବ୍ୟସ୍ତ, କିନ୍ତୁ ଯେତେବେଳେ ଲୋକମାନେ ସେମାନଙ୍କର ଯୋଗ୍ୟତାଠାରୁ ବହୁତ କମ ଯୋଗ୍ୟତାର ଚାକିରି ପାଇଁ ଆବେଦନ କରିବା ଆରମ୍ଭ କରନ୍ତି ସେତେବେଳେ ଏହାସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥାଏ। ସେମାନେ କେବଳ ଆବେଦନ କରନ୍ତି ନାହିଁ ବରଂ ଚାକିରି ପାଇବା ପାଇଁ ସେମାନଙ୍କର ସର୍ବୋତ୍ତମ ପ୍ରୟାସ ମଧ୍ୟ କରନ୍ତି। କାହିଁକି ନୁହେଁ, ସେମାନଙ୍କ ପାଇଁ କିଛି ନ ଥିବା ଅପେକ୍ଷା କିଛି ରହିବା ବହୁଗୁଣା ଭଲ। ଏଭଳି ଏକ ମାମଲା ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ କେରଳରୁ ଆସିଛି। ଏଠାରେ ଧ୍ୟ ଇଞ୍ଜିନିୟରମାନେ ୨୩ ହଜାର ଟଙ୍କା ବେତନ ଥିବା ଚପରାସୀ ଚାକିରି ପାଇଁ ଆବେଦନ କରିଛନ୍ତି। ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଏଥିପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା କେବଳ ସପ୍ତମ ପାସ ଥିଲା। ଏଥିରେ ଦ୍ୱିତୀୟ ଯୋଗ୍ୟତା ଥିଲା ଆବେଦନକାରୀ ସାଇକେଲ ଚଲାଇବା ଜାଣିଥିବା ଉଚିତ।

ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, ବି.ଟେକ ପାଶ କରିଥିବା ଯୁବବର୍ଗମାନେ କରଳର ଏର୍ନାକୁଲମ ଜିଲାର ସରକାରୀ କାର୍ଯ୍ୟାଳୟରେ ଚପରାସୀ ଚାକିରି ପାଇଁ ଆବେଦନ କରିଛନ୍ତି। ୧୦୧ ପ୍ରାର୍ଥୀ ଏଥିପାଇଁ କରାଯାଇଥିବା ସାଇକେଲ ଚାଳନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏହି ଚାକିରି ପାଇଁ ଆବେଦନ କରିବାର କାରଣ ବର୍ଣ୍ଣନା କରି ଜଣେ ପ୍ରାର୍ଥୀ କହିଛନ୍ତି ଏହି ଚାକିରି ସୁରକ୍ଷିତ ଏବଂ ଏଥିରେ କୌଣସି ରିସ୍କ ନାହିଁ। ଏହା ବ୍ୟତୀତ ଏଥିରେ କୌଣସି ଟେନସନ ନାହିଁ। କେବଳ ଏତିକି ନୁହେଁ, ଏହି ଚାକିରୀ ପାଇବା ପାଇଁ ଶହ ଶହ ଯୁବକ ଧାଡିରେ ରହି ପରସ୍ପର ମଧ୍ୟରେ ଧସ୍ତାଧସ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଅନେକ କିଲୋମିଟରର ଲମ୍ବା ଧାଡି ଥିଲା ।

ଜନସଂଖ୍ୟା ବୃଦ୍ଧି ସହିତ ଦେଶରେ ବେକାରୀ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେମାନଙ୍କର ଯୋଗ୍ୟତା ଆଧାରରେ ଏତେ ସଂଖ୍ୟକ ଜନସଂଖ୍ୟାକୁ ଚାକିରି ଯୋଗାଇବା ସମ୍ଭବ ନୁହେଁ। ଚାକିରି ନ ପାଇ ଅନେକ ଯୁବବର୍ଗ ପ୍ରତିଦିନ ଉଦାସୀନତାର ଶିକାର ହେଉଛନ୍ତି। ଏହି କାରଣରୁ, ସେମାନେ ଘର ଚଳାଇବା ପାଇଁ ଯେକୌଣସି କାମ କରିବାକୁ ବାଧ୍ୟ ହୁଅନ୍ତି। ଅଧିକାଂଶ ଯୁବବର୍ଗ ସୁରକ୍ଷିତ ଚାକିରି ଖୋଜୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri