7 Mistakes after Marriage: ବିବାହ ପରେ ଭୁଲ୍‌ରେ ବି ପୁରୁଷମାନେ କରନ୍ତୁ ନାହିଁ ଏହି ୭ ଭୁଲ୍‌, ଭାଙ୍ଗିଯାଇପାରେ ସମ୍ପର୍କ…

ବିବାହ କେବଳ ଦୁଇଜଣ ବ୍ୟକ୍ତି ନୁହନ୍ତି ବରଂ ଦୁଇ ପରିବାର ମଧ୍ୟରେ ଏକ ଅତୁଟ ସମ୍ପର୍କ। ବିବାହ ପରେ ଦାୟିତ୍ୱ ବଢ଼ିଯାଇଥାଏ। ଏହାକୁ ସୂଚାରୁରୂପେ ତୁଲାଇବା ଅତ୍ୟନ୍ତ ଜରୁରୀ। ବୈବାହିକ ଜୀବନ ସମ୍ଭାଳିବାରେ ବେହୁସିଆର ହେଲେ ଛାଡ଼ପତ୍ରରେ କଥା ପହଞ୍ଚି ଯାଇଥାଏ। ଏମିତିରେ ଆମେ କହିବାକୁ ଯାଉଛୁ ବିବାହ ପରେ ପୁରୁଷମାନେ କେଉଁ କେଉଁ ଭୁଲ କରିବା ଉଚିତ ନୁହେଁ।

banner image for mobile screens

-ବିବାହ ପରେ ନାରୀମାନେ ନିଜର ପତ୍ନୀଙ୍କ ନିକଟରୁ ଅଧିକ ଆଶା କରିବା ଉଚିତ ନୁହେଁ। କାରଣ ସମସ୍ତେ ଭିନ୍ନ। ତାଙ୍କର ନିଜର କିଛି ଆଶା, ସୀମା ରହିଥାଇପାରେ।

-ବିବାହ ପରେ ପୁରୁଷମାନଙ୍କୁ ନିଜ ପତ୍ନୀଙ୍କ ସହ ଖୋଲାଖୋଲି ଭାବେ ଏବଂ ସଚ୍ଚୋଟତାର ସହ ବାର୍ତ୍ତାଳାପ କରିବା ଉଚିତ। ନିଜର ଭାବନା ଏବଂ ବିଚାରକୁ ଅନ୍ୟ ସାମ୍ନାରେ ପ୍ରକାଶ କରିବା ସମ୍ପର୍କକୁ ମଜଭୂତ କରିଥାଏ।


-ବିବାହ ପରେ ପୁରୁଷମାନଙ୍କୁ ନିଜର ବନ୍ଧୁ ଏବଂ ପରିବାର ଲାଗି ସମୟ ବାହାର କରିବା ଉଚିତ। ତାଙ୍କଠାରୁ ଦୂରରେ ରହିବା ଦ୍ୱାରା ସମ୍ପର୍କରେ ଦୂରତା ଆସିଯାଇଥାଏ।

Indian wedding ceremony, Garland or Jai mala ceremony The bride and groom at the Indian wedding garlands or Jaimala ceremony on the stage. india marriage stock pictures, royalty-free photos & images
-ବିବାହ ପରେ ପୁରୁଷମାନେ ପତ୍ନୀଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ। ତାଙ୍କର ସମ୍ମାନ କରନ୍ତୁ। ତାଙ୍କର ଭାବନାକୁ ଅଣଦେଖା କରିବା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।


-ବିବାହ ପରେ ପୁରୁଷମାନଙ୍କୁ ଘର ଏବଂ ପରିବାରର ଦାୟିତ୍ୱ ତୁଲାଇବା ଉଚିତ। କେବଳ ପତ୍ନୀଙ୍କ ଉପରେ ସମସ୍ତ ଦାୟିତ୍ୱ ପକାଇବା ଉଚିତ ନୁହେଁ।

Hindi wedding ceremony Indian wedding ceremony. Weddings in India vary regionally, the religion and per personal preferences of the bride and groom. They are festive occasions in India, and in most cases celebrated with extensive decorations, colors, music, dance, costumes and rituals that depend on the religion of the bride and the groom, as well as their preferences india marriage stock pictures, royalty-free photos & images
-ବିବାହ ପରେ ପୁରୁଷମାନଙ୍କୁ ପତ୍ନୀଙ୍କ ସହ ରୋମାନ୍ସ ଏବଂ ପ୍ରେମ ବଜାୟ ରଖିବା ଉଚିତ। ଏହାଦ୍ୱାରା ସମ୍ପର୍କ ମଜଭୂତ ହୋଇଥାଏ।

Hindu wedding ritual wherein bride and groom hand Ring Ceremony , a Hindu wedding ritual wherein bride and groom hand over their rings to each others as symbol of love india marriage stock pictures, royalty-free photos & images
-ବିବାହ ପରେ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ପୁରୁଷମାନେ ଏହି ପରିବର୍ତ୍ତନ ଲାଗି ପ୍ରସ୍ତୁତ ରୁହନ୍ତୁ। ନୂଆ ପରିସ୍ଥିତି ଅନୁକୂଳରେ କାମ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ଶିଶୁର ଚିକିତ୍ସା ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଲେ ଡାକ୍ତର, ଆଉ ତା’ ପରେ…

ପାରଳାଖେମୁଣ୍ଡି,୨୯ା୧୨ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଜଣଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ତାକୁ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri