ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଲୋକପ୍ରିୟ ଏବିସି କମେଡି ‘ଲାଭର୍ନେ ଆଣ୍ଡ୍‌ ଶର୍ଲି’ରେ ସ୍କ୍ବିଗି ଭୂମିକାରେ ଅଭିନୟ କରିଥିବା ଅଭିନେତା ଡେଭିଡ୍‌ ଲେଣ୍ଡରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଏ ନେଇ ଡେଭିଡଙ୍କ ସ୍ତ୍ରୀ, ଝିଅ ଏବଂ ଜ୍ୱାଇଁ ଏକ ଇମେଲ ମାଧ୍ୟମରେ ସୂଚନା ଦେଇଛନ୍ତି। ଡିସେମ୍ବର ୪ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଡେଭିଡ ଅନେକ ବର୍ଷ ହେବ ସ୍କେଲେରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ।
୧୯୭୬ରୁ ୧୯୮୩ ପର୍ଯ୍ୟନ୍ତ ଚାଲିଥିବା ଶୋ’ ”ଲାଭର୍ନେ ଆଣ୍ଡ ଶର୍ଲି’ରେ ସ୍କ୍ବିଗି ଭୂମିକାରେ ଅଭିନୟ କରିଥିଲେ।

Share