ରିଲାଏନ୍ସ ଡିଜିଟାଲରେ ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌

ନୂଆଦିଲ୍ଲୀ,୨୫।୧: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ସଂସ୍ଥା ରିଲାଏନ୍ସ ଡିଜିଟାଲ ପକ୍ଷରୁ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ (ରିପବ୍ଲିକ୍‌ ଡେ) ଉପଲକ୍ଷେ ଡିଜିଟାଲ ଇଣ୍ଡିଆ ସେଲ୍‌ର ଶୁଭାରମ୍ଭ କରାଯାଇଛି। ଏହି ସେଲ୍‌ ୨୦୨୪ ଜାନୁଆରୀ ୨୮ ପର୍ଯ୍ୟନ୍ତ ଦେଶର ସମସ୍ତ ରିଲାଏନ୍ସ ଡିଜିଟାଲ ଏବଂ ମାଇଁଜିଓ ଷ୍ଟୋରରେ ଉପଲବ୍ଧ। ଏପରିକି ଦେଶର ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌ ଜରିଆରେ ଗ୍ରାହକ ମନ ପସନ୍ଦର ସାମଗ୍ରୀ ଆକର୍ଷଣୀୟ ମୂଲ୍ୟ ଓ ସ୍ବତନ୍ତ୍ର ରିହାତି ଦରରେ ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଡିଜିଟାଲ ଇଣ୍ଡିଆ ସେଲ୍‌ ସହିତ ଗ୍ରାହକ ପ୍ରତି କ୍ରୟ (କିଣାକିଣି) ଉପରେ ଏକ ସ୍ବତନ୍ତ୍ର ତଥା ଅଗ୍ରଣୀ ବ୍ୟାଙ୍କ କାର୍ଡର ବ୍ୟବହାର ଉପରେ ୨୬,୦୦୦ ଟଙ୍କାର ତତ୍‌କ୍ଷଣତା ରିହାତି ପାଇପାରିବେ। ଏହି ସେଲ୍‌ ଜରିଆରେ ଟିଭି, ରେଫ୍ରିଜରେଟର, ଲାପ୍‌ଟପ୍‌, ୱାଶିଂ ମେଶିନ ଏବଂ ଅନ୍ୟାନ୍ୟ ବର୍ଗରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ରୋମାଞ୍ଚକର ଅଫର ୨୦୨୪ ଜାନୁୟାରୀ ୨୮ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଚଳିତ ବର୍ଷର ଡିଜିଟାଲ ଇଣ୍ଡିଆ ସେଲ୍‌ ଅଭିଜ୍ଞତା ବେଶ୍‌ ସହଜ ଅର୍ଥ ଏବଂ ଇଏମ୍‌ଆଇ ବିକଳ୍ପ ସହିତ ଅଧିକ ଲାଭଦାୟକ ହୋଇଛି। ଏହାର ଗ୍ରାହକମାନେ ଇନ୍‌ଷ୍ଟାଣ୍ଟ ଡେଲିଭରି (୩ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ବିତରଣ) ଏବଂ ସେମାନଙ୍କର ନିକଟତମ ରିଲାଏନ୍ସ ଡିଜିଟାଲ ଏବଂ ମୋ ଜିଓ ଷ୍ଟୋରରୁ ଷ୍ଟିକ୍‌ ପିକ୍‌ ଅପ୍‌ ବିକଳ୍ପ ମଧ୍ୟ ପାଇପାରିବେ। ସୂଚନାଯୋଗ୍ୟ, ରିଲାଏନ୍ସ ଡିଜିଟାଲ ହେଉଛି ଭାରତର ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ରିଟେଲର। ୮୦୦ରୁ ଅଧିକ ସହରରେ ୬୦୦ରୁ ଅଧିକ ବଡ଼ ଫର୍ମାଟ ରିଲାଏନ୍ସ ଡିଜିଟାଲ ଷ୍ଟୋର ଏବଂ ୧୮୦୦ରୁ ଅଧିକ ମାଇଁ ଜିଓ ଷ୍ଟୋର ସହିତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଗ୍ରାହକଙ୍କୁ ଏହା ସେବା ଯୋଗାଇଥାଏ। କ୍ରୟ ସହଜ ପାଇଁ ଗ୍ରାହକମାନେ ଯେକୌଣସି ରିଲାଏନ୍ସ ଡିଜିଟାଲ ଷ୍ଟୋର ପରିଦର୍ଶନ କରିପାରିବେ କିମ୍ବା www.reliancedigital.inକୁ ଲଗ୍‌ ଇନ୍‌ କରିପାରିବେ,ଯାହା ଇନ୍‌ଷ୍ଟାଣ୍ଟ ଡେଲିଭରି (୩ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ବିତରଣ) ପ୍ରଦାନ କରିଥାଏ ଏବଂ ନିକଟତମ ଷ୍ଟୋରରୁ ପିକ୍‌ ଅପ୍‌ ବିକଳ୍ପ ଗଚ୍ଛିତ କରିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri