କିଓରବେ’ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୩।୧୨: ଦେଶର ପ୍ରମୁଖ ଓମିନ୍‌ ଚ୍ୟାନେଲ ହେଲ୍‌ଥ ପ୍ଲାଟ୍‌ଫର୍ମ (ଇ- କ୍ଲିନିକ) କିଓରବେ’ର ନୂତନ ଉତ୍ପାଦ ‘ପ୍ରାଇମ କିଓର’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ପ୍ରାଇମ କିଓର ମେମ୍ବରଶିପ୍‌ ଆନୁଆଲ୍‌ ହେଲ୍‌ଥ୍‌ ପ୍ଲାନ୍‌ର ଶୁଭାରମ୍ଭ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଅପରପକ୍ଷରେ ପର୍ଯ୍ୟାପ୍ତ ମେଡିକାଲ ସେବାରୁ ବଞ୍ଚତ୍ତ ଅଞ୍ଚଳଗୁଡ଼ିକରେ ଆବଶ୍ୟକ ସ୍ବାସ୍ଥ୍ୟସେବାର ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ଏହା ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ସ୍ବରୂପ କିଓରବେ’ର ପ୍ରାଇମ୍‌ କିଓର ମେମ୍ବରଶିପ୍‌ ଆନୁଆଲ ହେଲ୍‌ଥ୍‌ ପ୍ଲାନ୍‌ଗୁଡ଼ିକ ଶୁଭାରମ୍ଭକରି କମ୍ପାନୀ ଗୌରବାନ୍ବିତ ମନେକରୁଛି। ଉକ୍ତ ପ୍ଲାନ୍‌ଗୁଡ଼ିକ ଜରିଆରେ ଦୈନିକ ୧ଟଙ୍କା ବିନିମୟରେ ହିତାଧିକାରୀଙ୍କୁ ଅନେକ ପ୍ରକାର ମେଡିକାଲ ସୁବିଧା ପ୍ରଦାନ କରାଯାଉଛି। ସେହିଭଳି ଉକ୍ତ ମେମ୍ବରଶିପ୍‌ ହେଲ୍‌ଥ ପ୍ଲାନ୍‌ ୨ଟି ବର୍ଗରେ ଯଥା ପ୍ରାଇମ୍‌ କିଓର ୱେଲ୍‌ନେସ୍‌ ଏବଂ ପ୍ରାଇମ୍‌ କିଓର ୱେଲ୍‌ନେସ୍‌+ ପ୍ଲାନ୍‌ (ଇନ୍‌ସ୍ୟୁରାନ୍ସ)ରେ ଉପଲବ୍ଧ। ଏପରିକି ଉଭୟ ପ୍ଲାନ୍‌ରେ ସିଙ୍ଗଲ୍‌ କାର୍ଡ, ଟ୍ବିନ୍‌ କାର୍ଡ ଏବଂ ଫ୍ୟାମିଲି କାର୍ଡର ବିକଳ୍ପ ମଧ୍ୟ ରହିଛି। ଉକ୍ତ ପ୍ଲାନ୍‌ଗୁଡ଼ିକ ଉଲ୍ଲେଖନୀୟ ଭାବେ ୧୦୦୦ଟଙ୍କାର ଅର୍ଥରାଶି ଲାଭ ପ୍ରଦାନ କରିଥାଏ। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ୧୮ଟି ଜିଲାରେ ୮୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ଷମ ଇ-କ୍ଲିନିକ୍‌ ୧୫,୦୦୦ଗ୍ରାମ ଓ ସହରରେ ବ୍ୟାପ୍ତ କିଓରବେ’ର ଅଭିନବ ହାଇବ୍ରିଡ୍‌ ମଡେଲ୍‌ ସର୍ବାଧିକ ଅପହଞ୍ଚ କ୍ଷେତ୍ରରେ ମଧ୍ୟ ସ୍ବାସ୍ଥ୍ୟସେବାର ପହଞ୍ଚକୁ ସୁନିଶ୍ଚିତ କରିଥାଏ। ମାଇକ୍ରୋ-ସାଟେଲାଇଟ୍‌ ସେଣ୍ଟର, ଇ-କ୍ଲିନିକ୍‌, ଡିଜିଟାଲ ଫ୍ରାଞ୍ଚାଇଜି (ସ୍ବାସ୍ଥ୍ୟ ମିତ୍ର) ଏବଂ ନିରବଚ୍ଛିନ୍ନ ସଂଯୋଗରେ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ନେଟ୍‌ୱର୍କ ୧,୦୩,୦୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ସେବା ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri