Posted inଫୁରସତ

ଜାଣନ୍ତୁ ରାସ୍ତା ପାର୍ଶ୍ୱରେ କାହିଁକି ଥାଏ ବିଭିନ୍ନ ରଙ୍ଗର ମାଇଲଖୁଣ୍ଟ

ଆପଣ ନିଶ୍ଚିତ ରାସ୍ତାରେ ଯିବା ବେଳେ ପାର୍ଶ୍ୱରେ ଥିବା ମାଇଲଖୁଣ୍ଟ ଦେଖିଥିବେ। ଏହି ପଥରଗୁଡ଼ିକରେ ସ୍ଥାନର ଦୂରତା ଏବଂ ସ୍ଥାନର ନାମ ଲେଖାଯାଇଥାଏ। ତେବେ ଏହି ପଥରଗୁଡ଼ିକ ବିଭିନ୍ନ ରଙ୍ଗର ହୋଇଥାଏ। ଏହି ମାଇଲଖୁଣ୍ଟର ଉପର ଅଂଶ ହଳଦିଆ, ସବୁଜ ଏବଂ କମଳା ରଙ୍ଗର ହୋଇଥିବା ବେଳେ ତଳ ଅଂଶ ଧଳା ରଙ୍ଗର ହୋଇଥାଏ। ମାତ୍ର କେବେ ମନକୁ ପ୍ରଶ୍ନ ଆସିଛି କି ଏତେ ସବୁ ରଙ୍ଗ ଥାଇ ମାଇଲଖୁଣ୍ଟରେ କାହିଁକି ଏପରି ରଙ୍ଗ ଦିଆଯାଇଥାଏ? ତେବେ ଜାଣନ୍ତୁ ଏ ସମ୍ପର୍କରେ…

-ରାସ୍ତା ପାର୍ଶ୍ୱରେ ଥିବା ମାଇଲଖୁଣ୍ଟର ଉପର ଅଂଶ ଯଦି ହଳଦିଆ ହୋଇଥାଏ ତେବେ ଏଥିରୁ ବୁଝନ୍ତୁ ଯେ, ଆପଣ ଜାତୀୟ ରାଜପଥ କିମ୍ବା ଜାତୀୟ ରାଜପଥରେ ଯାଉଛନ୍ତି।

– ଯଦି ସବୁଜ ରଙ୍ଗର ମାଇଲଖୁଣ୍ଟ ଦେଖନ୍ତି ତେବେ ବୁଝନ୍ତୁ ଯେ, ଆପଣ ଜାତୀୟ ରାଜପଥରେ ନୁହେଁ ରାଜ୍ୟ ରାଜପଥରେ ଯାଉଛନ୍ତି।

– ଯଦି ଆପଣ ରାସ୍ତାରେ କଳା କିମ୍ବା ନୀଳ ଏବଂ ଧଳା ରଙ୍ଗର ପଥର ଦେଖନ୍ତି, ତେବେ ବୁଝନ୍ତୁ ଯେ, ଆପଣ ଏକ ବଡ଼ ସହର କିମ୍ବା ଜିଲାକୁ ଆସିଛନ୍ତି।

– ଯଦି ଆପଣ ରାସ୍ତା ପାର୍ଶ୍ୱରେ ଏକ କମଳା ରଙ୍ଗର ମାଇଲଖୁଣ୍ଟ ତେବେ ବୁଝନ୍ତୁ ଯେ ଆପଣ ଏକ ଗାଁ କିମ୍ବା ଗାଁ ରାସ୍ତା ମଧ୍ୟ ଦେଇ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri