ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା

ମୁମ୍ବାଇ,୨।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୪୭ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଶ୍ରେୟାସ୍‌ ଆୟର ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବ।
କୋଲକାତା ନାଇଟ ରାଇଡର୍ସ : ଶ୍ରେୟାସ ଆୟର(ଅଧିନାୟକ), ବାବା ଇନ୍ଦ୍ରଜିତ (ଓ୍ବିକେଟ କିପର), ଆରୋନ ଫିଞ୍ଚ, ଭେଙ୍କଟେଶ ଆୟର, ସୁନୀଲ ନାରିନ, ନୀତିଶ ରାଣା, ଆଣ୍ଡ୍ରେ ରୁସେଲ, ରିଙ୍କୁ ସିଂହ, ଉମେଶ ଯାଦବ, ଟିମ୍‌ ସୋଉଥାଇ, ହର୍ଷିତ ରାଣା, ଆଜିଙ୍କ୍ୟା ରାହାଣେ, ମହମ୍ମଦ ନବୀ, ସାମ ବିଲିଙ୍ଗସ୍‌, ପେଟ କ୍ୟୁମିନ୍ସ, ଶେଲଡନ୍‌ ଜାକସନ୍‌, ଚମିକା କରୁନାରତ୍ନେ, ଅନୁକୁଲ ରୟ, ଶିଭମ ମାଭି, ପ୍ରଥମ ସିଂହ, ଅଭିଜିତ ତୋମାର, ବରୁଣ ଚକ୍ରବର୍ତ୍ତୀ, ଅମନ ହାକିମ ଖାନ, ଅଶୋକ ଶର୍ମା, ରମେଶ କୁମାର।
ରାଜସ୍ଥାନ ରୟାଲ୍ସ : ସଞ୍ଜୁ ସାମସନ(ଅଧିନାୟକ/ ଓ୍ବିକେଟ କିପର), ଜୋଶ ବଟଲର, ଦେବଦତ୍ତ ପାଡିକାଲ, ଡେରିିଲ୍‌ ମିଶେଲ, ଶିମରନ ହେଟମେୟର, ରିଆନ ପରାଗ, ରବିଚନ୍ଦ୍ରନ ଅଶ୍ୱିନ, ଟେଣ୍ଟ ବୋଲ୍ଟ, ପ୍ରଶିଦ୍ଧ କ୍ରିଷ୍ଣା, ୟୁଜବେନ୍ଦ୍ର ଚହଲ, କୁଲଦୀପ ସେନ, କରୁଣ ନାଏର, ଜେମ୍ସ ନୀଶାମ, ରାଶି ବନ ଡେର ଡୁସେନ, ନଭଦୀପ ସାଇନି, କେ.ସି. ସାରିଆପ୍ପା, ଅବେଡ ମେକକୋଏ, ତେଜସ୍‌ ବରୋକା, କୁଲଦୀପ ଯାଦବ, ୟାଶଭି ଜୈଶଓ୍ବାଲ, ଅନୁନଏ ସିଂହ, ଧ୍ରୁବ ଜୁରେଲ, ଶୁଭମ ଗରଓ୍ବାଲ।

Share