କାଇନେଟିକ୍‌ ଗ୍ରୀନ୍‌ର ଜିଙ୍ଗ୍‌ ହାଇ-ସ୍ପିଡ୍‌ ସ୍କୁଟର ଉନ୍ମୋଚିତ

ନୂଆଦିଲ୍ଲୀ,୧୧ା୯: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ(ଇଭି) ନିର୍ମାତା କାଇନେଟିକ୍‌ ଗ୍ରୀନ୍‌ ଏନର୍ଜି ଆଣ୍ଡ ପାୱାର ସଲ୍ୟୁସନ ଲିମିଟେଡ୍‌ ପକ୍ଷରୁ ୨ଚକିଆ ଇଭି ଯାନ ଜିଙ୍ଗ୍‌ ହାଇ ସ୍ପିଡ୍‌ ସ୍କୁଟର (ଜିଙ୍ଗ୍‌ ଏଚ୍‌ଏସ୍‌ଏସ୍‌) ର ବଜାର ପ୍ରବେଶ ସହ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଆଧୁନିକ, ସମସାମୟିକ ଆରୋହୀଙ୍କଠାରୁ ପ୍ରେରଣା ନେଉଥିବା ଜିଙ୍ଗ୍‌ ଏଚ୍‌ଏସ୍‌ଏସ୍‌ ଏକ ଜୀବନଶୈଳୀ ଷ୍ଟେଟମେଣ୍ଟ । ଏ ସମ୍ପର୍କରେ କାଇନେଟିକ୍‌ ଗ୍ରୀନ୍‌ର ପ୍ରତିଷ୍ଠାତା ତଥା ସିଇଓ ସୁଲଜ୍ଜା ଫିରୋଡିଆ ମୋଟଓ୍ବାନି କହିଛନ୍ତି, ଜିଙ୍ଗ୍‌ ବୈଦ୍ୟୁତିକ ସୁଟରର ଶୁଭାରମ୍ଭ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ ଏବଂ ଶ୍ରେଣୀ-ରେ-ଶ୍ରେଷ୍ଠ ୧୨୫ କିଲୋମିଟର ପରିସର ଏବଂ ବୈଶିଷ୍ଟ୍ୟ ସହ ଏହି ମଡେଲ ଲଞ୍ଚ କରି ମୁଁ ଖୁବ୍‌ ଗର୍ବିତ। ୨୦୨୨-୨୩ ପାଇଁ ଉଚ୍ଚ ବେଗ ସ୍କୁଟର ଏବଂ ଆମର ବୈପ୍ଲବିକ ଇ-ଲୁନାରେ ଏକାଧିକ ଯାଚନା ସହ ପୋର୍ଟଫୋଲିଓ ବିସ୍ତାର କରିବାକୁ କମ୍ପାନୀର ଆକ୍ରମଣାମତ୍କ ଯୋଜନା ରହିଛି। କାଇନେଟିକ୍‌ ଗୋଷ୍ଠୀର ୨ଚକିଆ କ୍ଷେତ୍ରରେ ଅତୁଳନୀୟ ଅଭିଜ୍ଞତା ରହିଛି। କାଇନେଟିକ୍‌ ଲୁନା ଏବଂ କାଇନେଟିକ୍‌ ହୋଣ୍ଡା ସ୍କୁଟର ଏବଂ କାଇନେଟିକ୍‌ ଗ୍ରୀନ୍‌ ପରି ଉନ୍ନତ ତଥାପି ସୁଲଭ ମୂଲ୍ୟରେ ୨ ଚକିଆ ଯାନ ବିକାଶରେ ଆଗାମୀ ବର୍ଷରେ ବୈଦ୍ୟୁତିକ ୨ଚକିଆ କ୍ଷେତ୍ରରେ ଅନେକ ଉସତ୍ାହ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ବ୍ରାଣ୍ଡ୍‌ ଭାରତରେ ବୈଦ୍ୟୁତିକ ୨ଚକିଆ ଯାନ କ୍ଷେତ୍ରରେ ବିପ୍ଲବ ଆଣିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri