Categories: ଜାତୀୟ

ଅକ୍ସିଜେନ୍‌ ସିଲିଣ୍ଡର ମହଜୁଦ ରଖିବାକୁ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି

ନୂଆଦିଲ୍ଲୀ,୨୪।୧୨: ଚିନ୍ତା ବଢାଉଛି ନୂଆ ଭାରିଆଣ୍ଟ। ଏହାର ମୁକାବିଲା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତତ୍ପରତା ଦେଖାଇଛି। ଏପରିକି ହସ୍ପିଟାଲରେ ଅକ୍ସିଜେନ୍‌ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ସବୁ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଅତିରିକ୍ତ ସଚିବ ଲବ ଅଗ୍ରଓ୍ବାଲ । ଅକ୍ସିଜେନ୍‌ ପ୍ରସ୍ତୁତକାରୀ ପ୍ଲାଣ୍ଟ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବାକୁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଦେଶରେ ସଂକ୍ରମଣ କମ୍‌ ଥିଲେ ବି ପ୍ରସ୍ତୁତ ରହିବାକୁ ସେ କହିଛନ୍ତି।

Share