Posted inଫୁରସତ

ଆଉ କେଇଟା ସେକେଣ୍ଡରେ ପଡିଥାନ୍ତା ହାତଗଣ୍ଠି: ବିବାହ ମଣ୍ଡପରେ ଏମିତି କାଣ୍ଡ କାରନାମା କଲେ ଝିଅ , ସମସ୍ତଙ୍କ ମଥା ଗୋଲ

ଆଉ କେଇଟା ସେକେଣ୍ଡରେ ପଡିଥାନ୍ତା ହାତଗଣ୍ଠି। ଝିଅରୁ ହୋଇଯାଇଥାନ୍ତେ ସ୍ତ୍ରୀ, ହେଲେ ବିବାହ ବେଦୀରେ ଝିଅଙ୍କ ଏମିତି କାଣ୍ଡକାରନାମା, ଶୁଣିକି ସମସ୍ତଙ୍କ ମଥା ଗୋଲ। ବରଙ୍କୁ ହେବାକୁ ପଡ଼ିଶା ଶିଶୁପାଳ।
ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କର୍ଣ୍ଣାଟକ ହାସନ ଜିଲାରେ। ଜଣେ କନ୍ୟା ବିବାହ ମଣ୍ଡପରେ ପହଞ୍ଚିବା ପରେ ଶେଷ ମୁହୂର୍ତ୍ତରେ ଏପରି ନିଷ୍ପତ୍ତି ନେଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ । ଏହା ଫିଲ୍ମ କାହାଣୀ ପରି ମନେହେଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ବାସ୍ତବ। ହାସନର ବୁୱନହଲ୍ଲୀ ଗାଁର ପଲ୍ଲବୀ ଏବଂ ଆଲୁର ଅଞ୍ଚଳର ବେଣୁଗୋପାଳଙ୍କ ବିବାହ ଚାଲିଥିଲା। ବିବାହର ରୀତିନୀତି ଚାଲିଥିବା ବେଳେ, ଯେତେବେଳେ ବରା କନ୍ୟାଙ୍କୁ ମଙ୍ଗଳସୂତ୍ର ପିନ୍ଧାଇବାକୁ ପ୍ରସ୍ତୁତ ହେଲେ, ଝିଅ ତାଙ୍କୁ ବିବାହ କରିବାକୁ ସିଧାସଳଖ ମନା କରିଦେଲେ।

ସମସ୍ତେ କିଛି ବୁଝିବା ପୂର୍ବରୁ, କନ୍ୟା ଅନ୍ୟ କାହାକୁ ଭଲ ପାଆନ୍ତି ବୋଲି କହିଦେଲେ। ପରେ ନିଷ୍ପତ୍ତିରେ ଅଟଳ ରହିଲେ। ସେ ଏହା ମଧ୍ୟ କହିଲେ ସେ ସେହି ପୁଅ ସହିତ ତାଙ୍କ ଜୀବନ ବିତାଇବାକୁ ଚାହାଁନ୍ତି। ଝିଅଙ୍କ ପରିବାର ତାକୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଝିଅ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ।

ମାମଲା ବଢ଼ିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଝିଅଟି ସହିତ କଥା ହେବା ପରେ, ପୋଲିସ ତାଙ୍କ ପ୍ରେମିକଙ୍କୁ ଘଟଣାସ୍ଥଳକୁ ଡାକିଲା। ପରେ ଏ ନେଇ ଆଲୋଚନା ହେଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

କେବେ ସରିବ ଇରାନ-ଇସ୍ରାଏଲ ଯୁଦ୍ଧ? ଇରାନ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଅପଡ଼େଟ୍

ତେହରାନ,୩୧।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି, ତଥାପି ମିଶାଇଲ୍ ଏବଂ ଡ୍ରୋନର ଆକ୍ରମଣ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଆମେରିକା କିମ୍ବା…

ଇଣ୍ଡୋନେସିଆରେ ବୁଡ଼ିଲା ଡଙ୍ଗା, ୨୭ ନିଖୋଜ

ଜାକର୍ତ୍ତା,୩୧।୩: ଇଣ୍ଡୋନେସିଆର ଏକ ଦୁର୍ଗମ ଗ୍ରାମକୁ ଯାଉଥିବା ଏକ ଡଙ୍ଗା ଖରାପ ପାଗରେ ଫସିଯିବା ପରେ ବୁଡ଼ି ଯାଇଥିବା ଖବର ମିଳିଛିା। ଏହି ଘଟଣାରେ ୨୭ ଜଣ…

ଭାରତ ଆସୁଥିବା ଇରାନୀ ବିମାନକୁ ଟାର୍ଗେଟ କଲା ଆମେରିକା, ବିଶ୍ବରେ ଚହଳ

ତେହରାନ,୩୧।୩: ଇରାନର ମଶାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ ହୋଇଥିବା ଏକ ମହାନ ଏୟାରର ଏକ ବିମାନ ଆମେରିକା ଏୟାରଷ୍ଟ୍ରାଇକର ଶିକାର ହୋଇଛି । ରିପୋର୍ଟ ଅନୁସାରେ, ମଶାଦ…

ବିମାନର ଏମର୍ଜେନ୍ସି ଗେଟ୍‌ ଖୋଲୁଥିଲେ ଯାତ୍ରୀ, ପଚାରିବାରୁ ଏମିତି କହିଲେ, ସମସ୍ତେ ଆଶ୍ଚର୍ଯ୍ୟ

ବାରାଣସୀ, ୩୧ା୩:ବେଙ୍ଗାଲୁରୁରୁ ବାରାଣସୀ ଅଭିମୁଖେ ଶନିବାର ରାତିରେ ଆସୁଥିବା ଇଣ୍ଡିଗୋ ବିମାନ (୬ଇ-୧୮୫) ଭିତରେ ଘଟିଛି ହାଇଡ୍ରାମା। ଜଣେ ୨୬ ବର୍ଷୀୟ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ ଯୋଗୁ ୧୦୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri