ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ଟେଲି ଅଭିନେତା କରନ୍‌ଭିର୍‌ ବୋହରା ପୁଣି ଥରେ ବାପା ହେବାକୁ ଯାଉଛନ୍ତି। ତୃତୀୟ ସନ୍ତାନ ଅପେକ୍ଷାରେ କରନ୍‌ ଏବଂ ସ୍ତ୍ରୀ ତେଜୟ ସିନ୍ଧୁ। ଏନେଇ ଉଭୟ ନିଜର ସୋସିଆଲ ପୃଷ୍ଠାରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ପୂର୍ବରୁ ତାଙ୍କର ଦୁଇଟି ଝିଅ ଭିଏନା ଓ ରାୟା ବେଲା ଅଛନ୍ତି। ଏହି ଖବର ଜଣାପଡ଼ିବା ପରେ ପ୍ରଶଂସକ ସେମାନଙ୍କୁ ଶୁଭେଚ୍ଛା ଦେଉଥିବା ଦେଖାଯାଉଛି।

Share