ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ଅଭିନେତା, ରହିଗଲେ ଅବିବାହିତ

ମୁମ୍ବାଇ: ବଲିଉଡ୍‌ର ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ଅଭିନୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଜୁହିଙ୍କର ଆଜି ଜନ୍ମଦିନ। ସେ ୫୩ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୬୭ ନଭେମ୍ବର ୧୩ରେ ପଞ୍ଜାବରେ ଜନ୍ମ ହୋଇଥିଲେ ଜୁହି। ଆଜିର ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିବା ଜୁହିଙ୍କ ବିଷୟରେ କିଛି କଥା…

ପାଠପଢ଼ା ସରିବା ପରେ ଜୁହି ୧୯୮୪ରେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ସେ ବିଜୟିନୀ ହୋଇଥିଲେ। ୯୦ ଦଶକରେ ଏକ ଚୁଲ୍‌ବୁଲି ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିଣି ନେଇଥିଲେ ଜୁହି। ଫିଲ୍ମ ‘ସୁଲତାନ’ ଜରିଆରେ ବଲିଉଡରେ ସେ ଡେବ୍ୟୁ କରିଥିଲେ। ଫିଲ୍ମଟି ଏକ ସୁପରଫ୍ଲପ୍‌ ହୋଇଥିଲା। ୨ ବର୍ଷ ପରେ ସେ ଫିଲ୍ମ ‘କୟାମତ ସେ କୟାମତ’ରେ ଅଭିନୟ କରିଥିଲେ। ଫିଲ୍ମଟି ବ୍ଲକବଷ୍ଟର ଥିଲା। ଏହି ଫିଲ୍ମ ଜୁହିଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଆଣି ଦେଇଥିଲା। ଜୁହି ହିନ୍ଦୀ ବ୍ୟତୀତ ବଙ୍ଗାଳୀ, ପଞ୍ଜାବୀ, ମାଲାୟାଲମ, ତାମିଲ, କନ୍ନଡ, ତେଲୁଗୁ ଭାଷାରେ ମଧ୍ୟ ଅଭିନୟ କରିଛନ୍ତି। ଜୁହି ସଲମାନଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।

କିନ୍ତୁ ଜାଣନ୍ତି କି ସଲମାନ ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କ ପିତାଙ୍କୁ ପଚାରିବାକୁ ଯାଇଥିଲେ ସଲମାନ। ଏହି କଥା ସଲମାନ ନିଜେ କହିଛନ୍ତି। ଏକ ସାକ୍ଷାତକାରରେ ସଲମାନ କହିଥିଲେ, ମୁଁ ଜୁହିଙ୍କ ବିବାହ ପ୍ରସ୍ତାବ ନେଇ ତାଙ୍କ ପିତାଙ୍କ ନିକଟକୁ ଯାଇଥିଲି। ତାଙ୍କୁ ପଚାରିଥିଲି ଜୁହିଙ୍କୁ ମୋ’ ସହ ବିବାହ କରିବେ କି? ମାତ୍ର ତାଙ୍କ ପିତା ମନା କରିଦେଇଥିଲେ। ବୋଧହୁଏ ସେମାନେ ମୋତେ ପସନ୍ଦ କଲେ ନାହିଁ। ଶେଷରେ ୧୯୯୫ରେ ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ ଜୁହି।


Enter your email to get our daily news in your inbox.

All Right Reserved By Dharitri.Com

ସେମିଫାଇନାଲରେ ଭାରତ ଖେଳ ବିଗାଡ଼ି ପାରନ୍ତି ଏହି ୫ ଇଂଲଣ୍ଡ ଖେଳାଳି

ମୁମ୍ବାଇ,୩।୩: ୨୦୨୬ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭାରତ ଦୁଇଥର ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ଏହି ଟୁର୍ନାମେଣ୍ଟରେ ଇଂଲଣ୍ଡ ଅନେକ…

ହାସିସ୍‌ ତେଲ ଜବତ ପରେ ଚିତଲପଡ଼ା ଟାପୁରୁ ଶତାଧିକ କଡ଼କନାଥ, ଟର୍କି କୁକୁଡ଼ା ଉଭାନ

ନନ୍ଦପୁର,୩।୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଓ ପାଡୁଆ ପୋଲିସର ମିଳିତ ଚଢ଼ାଉରେ ନନ୍ଦପୁର ବ୍ଲକ ପରଜାବଡପଡ଼ା ପଞ୍ଚାୟତ ଜଳଘେରିରେ ଥିବା ଚିତଲପଡ଼ା ଟାପୁରେ ୧୮୦୦ ଲିଟର ଗଞ୍ଜେଇ…

ସୁଡ଼ଙ୍ଗରେ ଭରି ରହିଛି ଇରାନର ବିପୁଳ ଯୁଦ୍ଧାସ୍ତ୍ର

ତେହରାନ୍‌,୩ା୩: ଇରାନ ଗପ୍ତରେ ଏହାର ଭୂତଳ ଅସ୍ତ୍ର ଭଣ୍ଡାର ଏବଂ ସୁଡ଼ଙ୍ଗରେ ବିପୁଳ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଛି। ସୋମବାର ଇରାନ ସେନା(ଆଇଆର୍‌ଜିସି) ପକ୍ଷରୁ ଏହାର ଏକ ଭିଡିଓ…

ଖାମେନେଇଙ୍କ ୨ ସମ୍ଭାବ୍ୟ ଉତ୍ତରାଧିକାରୀ ନିହତ: ଟ୍ରମ୍ପ୍‌

ତେହରାନ୍‌, ୩ା୩: ଆମେରିକା ଓ ଇସ୍ରାଏଲ୍‌ର ମିଳିତ ଆକ୍ରମଣରେ ଶନିବାର ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ନିହତ ହୋଇଥିଲେ। ଏଥିସହିତ ସୁପ୍ରିମ ଲିଡରଙ୍କ ଉତ୍ତରାଧିକାରୀ…

ହୋର୍ମୁଜ୍‌ ଷ୍ଟ୍ରେଟ୍‌: ସର୍ବବୃହତ୍‌ ଏନର୍ଜି କରିଡର

ମୁମ୍ବାଇ ,୩ା୩: ଇରାନ-ଆମେରିକା ଯୁଦ୍ଧ ପରିପ୍ରେକ୍ଷୀରେ ଇରାନ ଓ ଓମାନ ମଝିରେ ରହିଥିବା ଏକ ସଂକୀର୍ଣ୍ଣ ସାମୁଦ୍ରିକ ପଥ ବା ପ୍ରଣାଳୀ ‘ହୋର୍ମୁଜ୍‌ ଷ୍ଟ୍ରେଟ୍‌’ର ବିଶେଷତ୍ୱ ଏବେ…

ଯୁଦ୍ଧକୁ ନେଇ ଆଶଙ୍କାରେ ନିବେଶକ, ୧୦୪୮ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୩ା୩: ଇରାନ-ଆମେରିକା ଯୁଦ୍ଧ ପଶ୍ଚିମ ଏସିଆ ସମେତ ବିଶ୍ୱ ସମୁଦାୟକୁ ପ୍ରଭାବିତ କରିଛି। ଗୋଟିଏ ପଟେ ଯୁଦ୍ଧବିରତି ପରିବର୍ତ୍ତେ ଆଗକୁ ଆହୁରି ଜଟିଳ ରୂପ ନେବା ଏବଂ…

ଟ୍ରକ୍‌ ଧକ୍କାରେ ଭାଙ୍ଗିଲା ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତି

ନୂଆପଡ଼ା,୩ା୩(ମକାରୁ ବେମାଲ):ନୂଆପଡ଼ା ସଦର ମହକୁମା ଏକତା ଛକଠାରେ ଥିବା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମଝିଙ୍କ ପ୍ରତିମୂର୍ତ୍ତି ସୋମବାର ଟ୍ରକ୍‌ ଧକ୍କାରେ ଭାଙ୍ଗିଯାଇଛି। ସୂଚନା ଅନୁଯାୟୀ ସକାଳେ…

ଆବୁଧାବିରୁ ୪ ବିମାନରେ ଫେରିଲେ ଭାରତୀୟ

ମୁମ୍ବାଇ,୩ା୩: ଇରାନ ଉପରେ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ସ୍ଥିତି ଗମ୍ଭୀର ହେବା ସହ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା। ୟୁଏଇ ସମେତ ସାଉଦି ଆରବ, କାତାର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri