Posted inଖେଳ

ଇତିହାସ ରଚିଲେ ବୁମ୍‌ରା, ପ୍ରଥମ ଥର ଜଣେ ଭାରତୀୟ ଦ୍ରୁତ ବୋଲରଙ୍କୁ ମିଳିଲା ଏହି ପୁରସ୍କାର

ନୂଆଦିଲ୍ଲୀ,୨୭।୧: ଜସପ୍ରିତ ବୁମ୍‌ରାଙ୍କୁ ଆଜି ବିଶ୍ୱର ସର୍ବୋତ୍ତମ ବୋଲର ଭାବରେ ଗଣନା କରାଯାଏ। ସେ ପ୍ରତ୍ୟେକ ସୁଯୋଗରେ ଏହା ପ୍ରମାଣିତ କରିଛନ୍ତି। ବୁମ୍‌ରା ବର୍ତ୍ତମାନ ଯେଉଁଭଳି ଘାତକ ବୋଲିଂ କରୁଛନ୍ତି, ଅନ୍ୟ କୌଣସି ପେସ ବୋଲର ମଧ୍ୟ ତାଙ୍କ ପାଖାପାଖି ମଧ୍ୟ ନାହାନ୍ତି। ଏବେ ଆଇସିସି ମଧ୍ୟ ଜସପ୍ରିତ ବୁମ୍‌ରାହଙ୍କ ପ୍ରତିଭାକୁ ସ୍ବୀକାର କରିଛି। ଆଇସିସି ତାଙ୍କୁ ବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବରେ ମନୋନୀତ କରିଛି। ଏହା ପ୍ରଥମ ଥର ଯେ ଏହି ପୁରସ୍କାର ଜଣେ ଭାରତୀୟ ଦ୍ରୁତ ବୋଲରଙ୍କୁ ଦିଆଯାଇଛି।

ଆଇସିସି ଭାରତର ଦ୍ରୁତ ବୋଲର ବୁମ୍‌ରାଙ୍କୁ ପୁରୁଷ ଟେଷ୍ଟ କ୍ରିକେଟର ଅଫ୍‌ ଦ ଇୟର ୨୦୨୪ ଭାବରେ ମନୋନୀତ କରିଛି। ସେ ବର୍ଷସାରା ଭାରତ ପାଇଁ ଚମତ୍କାର ବୋଲିଂ କରିଥିଲେ ଏବଂ ଟିମ ଇଣ୍ଡିଆକୁ ଅନେକ ମ୍ୟାଚ ଜିତାଇବାରେ ସାହାଯ୍ୟ କରିଥିଲେ। ବଡ଼ କଥା ହେଉଛି ଯେତେବେଳେ ଟିମ ଇଣ୍ଡିଆ ମ୍ୟାଚ ହାରିଥିଲା, ସେତେବେଳେ ମଧ୍ୟ ବୁମ୍‌ରାଙ୍କ ବୋଲିଂ ବିଷୟରେ ନିଶ୍ଚିତ ଭାବରେ ଆଲୋଚନା ହୋଇଥିଲା। ବୁମରା ୨୦୨୪ରେ ୭୧ଟି ଟେଷ୍ଟ ଉଇକେଟ୍‌ ନେଇଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ହାରାହାରି ୧୪.୯୨ ରହିଛି। ସେ ୨୦୨୪ରେ ସର୍ବାଧିକ ଟେଷ୍ଟ ଉଇକେଟ୍‌ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri