ଜଳପରୀ ହେବା ପାଇଁ…

ଜଳପରୀ ହେଇପାରେ ଏକ କାଳ୍ପନିକ ଚରିତ୍ର। କିନ୍ତୁ ଏହା ସବୁବେଳେ ମଣିଷ ଲାଗି କୌତୁହଳର ବିଷୟ ରହି ଆସିଛି। ତାକୁ ନେଇ କେତେ କାହାଣୀ ବି ରଚନା କରାଯାଇଛି। ଏହି କୌତୁହଳକୁ ନଜରରେ ରଖି ଏବେ ଜଳପରୀକୁ ପେସା କରାଯାଇଛି। କିଛି ସୁନ୍ଦରୀ ଯୁବତୀ ଜଳପରୀ ଭଳି ପୋଷାକ ପିନ୍ଧି ସମୁଦ୍ର କୁଳ, ବଡ଼ ବଡ଼ ଆକ୍ୱାରିୟମ୍‌ ମଧ୍ୟରେ ଜଳପରୀ ଭଳି ପହଁରି ଲୋକଙ୍କର ମନୋରଞ୍ଜନ କରୁଛନ୍ତି। ଇଂଲଣ୍ଡର ୩୩ ବର୍ଷୀୟା ମସ୍‌ ଗ୍ରୀନ୍‌ ବି ସେମିତି ଜଣେ ପେସାଦାର ଜଳପରୀ। ସେ ପ୍ରଥମେ ଜଣେ ଶିକ୍ଷୟିତ୍ରୀ ଥିଲେ। ହେଲେ ଜଳପରୀ ହେବାର ନିଶା ଲାଗି ସେ ନିଜର ଚାକିରି ଛାଡିଦେଲେ। ସେଥିପାଇଁ ଏକ କୋର୍ସ ବି କଲେ। ଦୁଇ ବର୍ଷ ପରେ ତାଙ୍କୁ ଜଳପରୀର ଚାକିରି ମିଳିଲା। ହେଲେ ଶିକ୍ଷକତାରେ ଯେତିକି ପ୍ରାପ୍ୟ ମିଳୁଥିଲା ତା’ଠୁ କମ୍‌ ପ୍ରାପ୍ୟ ମିଳିଲା। ତଥାପି ତାଙ୍କ ମନରେ ଦୁଃଖ ନାହିଁ। କାରଣ ସେ ଏବେ ସେଇ କାମ କରୁଛନ୍ତି ଯେଉଁ କାମକୁ ସେ ଭଲ ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆରମ୍ଭ ହେଲା ପ୍ରେମ ସପ୍ତାହ…ଆଜି ରୋଜ୍‌ ଡେ’

ଭୁବନେଶ୍ୱର,୭/୨ (ସୌମ୍ୟରଞ୍ଜନ ରାଉତ):ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଓ ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ଦିନଟିଏ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନଟି ସାଧାରଣ, ହେଲେ ପ୍ରେମୀମାନଙ୍କ…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ଗୁରୁବାର ଅନେକ ଟଙ୍କା ରୋଜଗାର କରିବେ ଏହି ୩ ରାଶିର ବ୍ୟକ୍ତି! କ୍ୟାରିୟରରେ ମିଳିବ….

ଗୁରୁବାର ଦିନଟି ଅନେକ ରାଶି ପାଇଁ ଏକ ବିଶେଷ ଦିନ ହେବ । ତଥାପି, ତିନୋଟି ରାଶିର ବ୍ୟକ୍ତି, ଯେଉଁମାନେ ଏହି ଦିନ ବହୁତ ଲାଭବାନ ହେବେ।…

ଫେବୃଆରୀରେ ୧୫ଦିନ ଭିତରେ ଲାଗିବ ୨ଟା ଗ୍ରହଣ, ପଡିବ ଖରାପ ପ୍ରଭାବ?

ହିନ୍ଦୁ ଧର୍ମରେ, ସୂର୍ଯ୍ୟ ଏବଂ ଚନ୍ଦ୍ରଗ୍ରହଣ ଉଭୟକୁ ଅଶୁଭ ବୋଲି ବିବେଚନା କରାଯାଏ। ଫେବୃଆରୀ 2026ରେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟଗ୍ରହଣ ଦେଖାଯିବ। ଫେବୃଆରୀ 17, 2026ରେ ସୂର୍ଯ୍ୟପରାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri