ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପହଞ୍ଚିଲେ ଜ୍ୟାକଲିନ

ନୂଆଦିଲ୍ଲୀ,୫।୭: ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବଲିଉଡ ଅଭିନେତ୍ରୀ ତଥା ତିହାର ଜେଲରେ ରହୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଘନିଷ୍ଠ ସମ୍ପର୍କୀୟ ଜ୍ୟାକଲିନ ଫର୍ନାଣ୍ଡିସ ହାଜର ହୋଇଛନ୍ତି। କିଛି ଦିନ ପୂର୍ବରୁ ଜ୍ୟାକଲିନଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Share