ଇଟାଲୀ ରାଷ୍ଟ୍ରଦୂତଙ୍କୁ ହତ୍ୟା

ରୋମ୍‌, ୨୩ା୨: ଡେମୋକ୍ରାଟିକ୍‌ ରପବ୍ଲିକ ଅଫ୍‌ କଙ୍ଗୋରେ ଇଟାଲୀ ରାଷ୍ଟ୍ରଦୂତ ଲୁକା ଆଟେନେସିଓଙ୍କୁ ସୋମବାର ହତ୍ୟା କରାଯାଇଛି। ଏ ନେଇ ଇଟାଲୀ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଟେନେସିଓ ଜାତିସଂଘର ଏକ କନ୍‌ଭେରେ ଯାଉଥିବାବେଳେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଏଥିରେ ତାଙ୍କ ସହ ଥିବା ଜଣେ ଇଟାଲୀ ସୈନିକଙ୍କ ମଧ୍ୟ ମୃତ୍ୟୁ ଘଟିଛି।

Share