କେଉଁ ଦଳରେ କିଏ…

ବେଙ୍ଗାଲୁରୁ,୧୩।୨: ଆଇପିଏଲ୍‌ ୧୫ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ଉପରେ ସମସ୍ତଙ୍କ ନଜର। ଚଳିତ ଥର ନୂଆ ଟିମ୍‌ ସାମିଲ ହୋଇଥିବା ଯୋଗୁ କେଉଁ ଟିମ୍‌କୁ କିଏ ଯିବେ, କାହା ପାଇଁ କିଏ ଖେଳିବେ ସେନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଶନିବାର ପ୍ରଥମ ରାଉଣ୍ଡ ନିଲାମରେ ଅନେକ ଖେଳାଳିଙ୍କୁ ଦଳରେ ସାମିଲ କରିଛନ୍ତି ଫ୍ରାଞ୍ଚାଇଜ୍‌। ଏଥିଲାଗି ମୋଟା ଅଙ୍କର ପାଉଣା ମଧ୍ୟ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଏବେଯାଏ କେଉଁ ଦଳରେ କେଉଁ ଖେଳାଳିଙ୍କୁ ମିଳିଛି ସ୍ଥାନ:

-ଚେନ୍ନାଇ ସୁପର କିଙ୍ଗ୍ସ: ରୁତୁରାଜ ଗାଇକୱାଡ, ଅମ୍ବାତି ରାୟୁଡୁ, ମୋଇନ୍‌ ଅଲୀ, ଏମ୍‌ଏସ୍‌ ଧୋନୀ, ରବୀନ୍ଦ୍ର ଜାଡେଜା, ଦୀପକ ଚହର, ଡ୍ବେନ ବ୍ରାଭୋ, ରବିନ ଉଥାପ୍ପା, କେ.ଏମ. ଅସିଫ, ତୁଷାର ଦେଶପାଣ୍ଡେ

ଦିଲ୍ଲୀ କ୍ୟାପିଟାଲ୍ସ: ଡେଭିଡ ୱାର୍ନର, ପୃଥ୍ବୀ ଶ’, ମିଚେଲ ମାର୍ଶ, ରିଷଭ ପନ୍ତ, ସର୍ଫରାଜ ଖାନ, କେ.ଏସ୍‌. ଭରତ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଏନ୍‌ରିଚ ନର୍ଜେ, କମଲେଶ ନାଗରକୋଟି, ମୁସ୍ତାଫିଜୁର ରହମନ, ଅଶ୍ୱିନ ହେବାର

-ଗୁଜୁରାଟ ଟାଇଟାନ୍ସ: ଶୁବମନ ଗିଲ, ଜାସନ ରୟ, ଅଭିନାଭ ମନୋହର, ହାର୍ଦ୍ଦିକ ପାଣ୍ଡ୍ୟା, ରାହୁଲ ଟେୱାଟିଆ, ରଶିଦ ଖାଁ, ମହମ୍ମଦ ସାମି, ଲକି ଫର୍ଗୁସନ, ଆର ସାଇ କିଶୋର, ନୁର ଅହମଦ

-କୋଲକାତା ନାଇଟ ରାଇଡର୍ସ: ଭେଙ୍କଟେଶ ଆୟାର୍‌, ନୀତୀଶ ରାଣା, ଶ୍ରେୟାସ ଆୟର୍‌, ଶେଲଡନ ଜ୍ୟାକସନ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ପ୍ୟାଟ କୁମିନ୍ସ, ଶିବମ୍‌ ମାଭି, ବରୁଣ ଚକ୍ରବର୍ତ୍ତୀ

-ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ: କେ.ଏଲ୍‌. ରାହୁଲ, କ୍ୱିଣ୍ଟନ ଡି’ କକ୍‌, ମନୀଷ ପାଣ୍ଡେ, ଦୀପକ ହୁଦା, ମାର୍କୁସ ଷ୍ଟୋଇନିସ, କୃନାଲ ପାଣ୍ଡ୍ୟା, ଜାସନ ହୋଲ୍ଡର, ରବି ବିଷ୍ଣୋଇ, ଆଭେଶ ଖାଁ, ମାର୍କ ଉଡ୍‌, ଅଙ୍କିତ ରାଜପୁତ

-ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଡଓ୍ବୋଲ୍ଡ ବ୍ରେଭିସ, କିରନ ପୋଲାର୍ଡ, ଜସପ୍ରୀତ ବୁମ୍‌ରା, ଏମ ଅଶ୍ୱିନ, ବାସିଲ ଥାମ୍ପି

-ପଞ୍ଜାବ କିଙ୍ଗ୍ସ: ଶିଖର ଧାୱନ, ମାୟଙ୍କ ଅଗ୍ରୱାଲ, ଜନି ବେୟାରଷ୍ଟୋ, ଜିତେଶ ଶର୍ମା, ପ୍ରଭସିମରନ୍‌ ସିଂ, ଶାହରୁଖ ଖାନ୍‌, ହରପ୍ରୀତ ବ୍ରାର, କାଗିଶୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂ, ଇଶାନ ପୋରେଲ

-ରାଜସ୍ଥାନ ରୟାଲ୍ସ: ଦେବଦତ୍ତ ପଡ଼ିକାଲ, ଯଶସ୍ବୀ ଜୟସ୍ବାଲ, ସଞ୍ଜୁ ସାମସନ, ଜୋସ ବଟଲର, ଶିମ୍ରନ ହେଟମିୟର, ରିୟାନ ପାରାଗ, ଆର୍‌. ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ୟୁଜବେନ୍ଦ୍ର ଚହଲ, ପ୍ରସିଦ୍ଧ କ୍ରିଷ୍ଣା, କେସି କାରିଆପ୍ପା

-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ ଡୁ’ ପ୍ଲେସି, ବିରାଟ କୋହଲି, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ଅନୂଜ ରାୱତ, ଦୀନେଶ କାର୍ତ୍ତିକ, ଶାହାବାଜ ଅହମଦ, ୱାନିନ୍ଦୁ ହସରାଙ୍ଗା, ହର୍ଶଲ ପଟେଲ, ଜୋସ୍‌ ହାଜଲେଉଡ୍‌, ମହମ୍ମଦ ସିରାଜ, ଆକାଶ ଦୀପ

-ସନରାଇଜର୍ସ ହାଇଦ୍ରାବାଦ: ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, କେନ୍‌ ୱିଲିୟମସନ, ନିକୋଲାସ ପୁରନ, ପ୍ରିୟମ ଗର୍ଗ, ଅବଦୁଲ ସମଦ, ୱାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ଜେ ସୁଚିଟ, ଶ୍ରେୟାସ ଗୋପାଳ, କାର୍ତ୍ତିକ ତ୍ୟାଗିି, ଟି ନାଟରାଜନ, ଉମ୍ରାନ ମଲିକ


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri