Posted inଫୁରସତ

ଏହି ଲାଇବ୍ରେରୀରେ ପାଳନ କରାଯାଇଥାଏ ବାଦୁଡ଼ି, କାରଣ ଜାଣିଲେ ହେବେ ଚକିତ

ପ୍ରତ୍ୟେକ ଦେଶର ଭାଷା, ଚାଲିଚଳନ, ବେଶଭୂଷା ଏବଂ ସଂସ୍କୃତି ଭିନ୍ନ ଭିନ୍ନ ହୋଇଥାଏ। ଏମିତି ଦେଶ ଅଛି, ଯାହା ସମ୍ପର୍କରେ କିଛି ରୋଚକ କଥା ଜାଣିବାକୁ ମିଳେ। ସେହିପରି ଏକ ଦେଶ ହେଉଛି ପର୍ତ୍ତୁଗାଲ। ୟୁରୋପସ୍ଥିତ ଏହି ଦେଶ ଫୁଟବଲ ଖେଳରେ ବେଶ୍‌ ଅଗ୍ରଣୀ ବୋଲି ବିଶ୍ୱରେ ଜଣାଶୁଣା। ଏହି ଦେଶରେ ଆଉ କିଛି କଥା ଅଛି, ଯାହା ଅଲଗା ଦେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ। ୧୧୨୮ ଖ୍ରୀଷ୍ଟାବ୍ଦରେ ଗଠନ ହୋଇଥିବା ଏହି ଦେଶକୁ ୟୁରୋପର ସବୁଠୁ ପୁରୁଣା ଦେଶ ଭାବେ ଜଣା। ଐତିହ୍ୟ ଦୃଷ୍ଟିରୁ ପର୍ତ୍ତୁଗାଲ ୟୁରୋପରେ ଅଷ୍ଟମ ଏବଂ ବିଶ୍ୱରେ ୧୭ତମ ସ୍ଥାନରେ ରହିଛି।
ପର୍ତ୍ତୁଗାଲର କୋୟମ୍ବରା ବିଶ୍ୱବିଦ୍ୟାଳୟ ବିଶ୍ୱର ସବୁଠୁ ପୁରୁଣା ବିଶ୍ୱବିଦ୍ୟାଳୟ। ଏହା ୧୨୯୦ ଖ୍ରୀଷ୍ଟାବ୍ଦରେ ଲିସ୍‌ବନ ସହରରେ ସ୍ଥାପନ କରାଯାଇଥିଲା। ଏଠାରେ ଥିବା ଏକ ଲାଇବ୍ରେରୀ ସ୍ବତନ୍ତ୍ର। ଏହାର କାନ୍ଥରେ ସୁନାର ଲେପ ଦିଆଯାଇଛି। ଏଥିସହିତ ଏଠାରେ ଥିବା ବହି ସୁରକ୍ଷିତ ରଖିବା ପାଇଁ ଭିନ୍ନ ଧରଣର ଉପାୟ ଅବଲମ୍ବନ କରାଯାଇଛି। ଏଠାରେ ବାଦୁଡ଼ି ପାଳନ କରାଯାଇଛି। ଯାହା ଉଇମାନଙ୍କୁ ଖାଇଯିବେ। ଖାଲି ଏତିକି ନୁହେଁ, ଏହି ଲାଇବ୍ରେରୀରେ ଥିବା କିଛି ବହିରେ ସୁନାର କଭର ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଜମିକୁ କାମ କରିବା ପାଇଁ ଯାଉଥିବାବେଳେ ପାଗଳ ବିଲୁଆ କାମୁଡାରେ ୬ ଆହାତ, ଜଣେ ଗୁରୁତର

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନରସିଂହପୁର, କୁଶପଡ଼ା,ବିଜୟ ପଦ୍ମନାଭପୁର ପ୍ରଭୃତି ଗ୍ରାମର ୬ ଜଣଙ୍କୁ ସୋମବାର ପାଗଳ ବିଲୁଆ କାମୁଡି କ୍ଷତାକ୍ତ...

IPL ନିଲାମ ତାଲିକାରେ ୨ ଓଡ଼ିଆ: ବେସ ପ୍ରାଇସ ରହିଛି…

ନୂଆଦିଲ୍ଲୀ,୧୬।୧୨: ଆଜି ଆବୁଧାବିରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ପାଇଁ ମିନି-ନିଲାମ ଉପରେ ସମସ୍ତଙ୍କ ନଜର ରହିଛି। କୋଲକାତା ନାଇଟ ରାଇଡର୍ସ ଏବଂ...

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି: କମୁଛି ଅଭିଯୋଗ ପତ୍ର ସଂଖ୍ୟା

ରାଇକିଆ,୧୬।୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଜିଲାପାଳ ବେଦ ଭୂଷଣଙ୍କ ଦ୍ବାରା ଜନସାଧାରଣଙ୍କ ଦାରା ଅଭିଯୋଗ ଗୁଡ଼ିକର ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।...

ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ

ବ୍ରହ୍ମପୁର,୧୬ା୧୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଝଟକା । ଖାରଜ ହେଲା ଜାମିନ ଆବେଦନ । ବିକ୍ରମ ପଣ୍ଡାଙ୍କ ସମେତ...

IPL 2026 Mini Auction: ୩୫୦ରୁ ଅଧିକ ଖେଳାଳି, ୭୭ସ୍ଲଟ, KKR-CSK ନିକଟରେ ସବୁଠାରୁ ବଡ଼ ବଜେଟ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅପରାହ୍ନ ୨ଟା ୩୦ ସମୟରେ ହେବାକୁ ଥିବା ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ...

National Herald Case: ସୋନିଆ-ରାହୁଲଙ୍କୁ ଆଶ୍ୱସ୍ତି, କୋର୍ଟ କହିଲେ…

ନୂଆଦିଲ୍ଲୀ,୧୬।୧୨: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ରାଉଜ୍ ଆଭେନ୍ୟୁ...

ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ତିହିଡି଼,୧୬।୧୨(ସଞ୍ଜିତ ବଳ):ତିହିଡି଼ ବ୍ଲକ ବାରସର ପଞ୍ଚାୟତ ଅଧୀନ ତଳଦପା ପ୍ରାଥମିକ ସ୍କୁଲର ଛାତ୍ରୀଛାତ୍ର ଓ ଅଭିଭାବକମାନେ ମଙ୍ଗଳବାର ପୂର୍ବାହ୍ନରେ ତିହିଡି଼ସ୍ଥିତ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସାମ୍ନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri