ଗାଜାରେ ପଶିଲା ଇସ୍ରାଏଲ ସ୍ଥଳ ସେନା, ଚାଲିଛି ଘମାଘୋଟ ଯୁଦ୍ଧ, ବୋମାମାଡ଼

ନୂଆଦିଲ୍ଲୀ, ୨୮।୧୦: ଇସ୍ରାଏଲ ସ୍ଥଳ ସେନା ଶୁକ୍ରବାର ରାତିରେ ହୋଇଥିବା ଅପରେସନ୍ର ଗାଜାରେ ପ୍ରବେଶ କରିଛି। ଏନେଇ ଇସ୍ରାଏଲ ସେନାର ମୁଖପାତ୍ର ଡାନିଏଲ ହାଜାରୀ ସୂଚନା ଦେଇଛନ୍ତି। ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ) ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ବଡ଼ବଡ଼ ଟ୍ୟାଙ୍କ ଏବଂ ଭାରି ଯୁଦ୍ଧାସ୍ତ୍ର ସବୁ ଉତ୍ତର ପଟ ଦେଇ ଗାଜା ଭିତରକୁ ପ୍ରବେଶ କରୁଛି।

ଗାଜା ଭିତରକୁ ପ୍ରବେଶ କରି ଇସ୍ରାଏଲ ସେନା ସ୍ଥଳଭାଗରେ ଅପରେସନ ଆରମ୍ଭ କରିଛି। ସ୍ଥଳ ସେନା ଏହା ସହିତ ବଡ଼ ସଂଖ୍ୟାରେ ସୈନ୍ୟ, ଆର୍ଟିଲାରୀ ଏବଂ ଇଞ୍ଜିନିୟର ୟୁନିଟ୍ ଏବଂ ଟ୍ୟାଙ୍କ ଆଣିଛି। ସୈନ୍ୟମାନେ ବର୍ତ୍ତମାନ ହମାସ ସହିତ ଯୁଦ୍ଧ କରୁଛନ୍ତି, ଅଧିକ ତଥ୍ୟ ଆଗକୁ ଆସିପାରେ।

ଏହାପୂର୍ବରୁ ଇସ୍ରାଏଲ୍ ସୈନ୍ୟବାହିନୀ ବୁଧବାର ରାତି ଏବଂ ଗୁରୁବାର ରାତିରେ ଦୁଇଟି “ଟାର୍ଗେଟ ରେଡ୍” କରିଥିଲା। ଉଭୟ ଆକ୍ରମଣ ସମୟରେ କିଛି ଘଣ୍ଟା ପରେ ଗ୍ରାଉଣ୍ଡ ଫୋର୍ସ ପୁଣି ଫେରିଯାଇଥିଲେ। ତେବେ ଇସ୍ରାଏଲର ସାମରିକ ଅପରେସନ ବର୍ତ୍ତମାନ ଏକ ବ୍ୟାପକ ବିସ୍ତାର କରିଥିବା ଜଣାପଡିଛି।

ହାଜାରୀ ନିଶ୍ଚିତ କରିଛନ୍ତି ଯେ ଗାଜା ଉପରେ ରାତାରାତି ହୋଇଥିବା ଆକ୍ରମଣରେ ସେନାରେ କେହି ହତାହତ ହୋଇନାହାଁନ୍ତି। ଆମର ସୈନ୍ୟବାହିନୀକୁ ସୁରକ୍ଷିତ ରଖିବା ପାଇଁ ଆମେ ସବୁକିଛି କରୁଛୁ ବୋଲି ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଟ୍ରମ୍ପଙ୍କ ସାପ୍ତାହିକ ଛୁଟି ବାତିଲ, ଜାଣନ୍ତୁ ପୂରା ମାମଲା…

ଓ୍ବାଶିଂଟନ,୪ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଓ୍ବିକ୍‌ଲି ଅଫ୍‌ ବା ସାପ୍ତାହିକ ଛୁଟି ବାତିଲ କରିଛନ୍ତି। ହ୍ବାଇଟ୍‌ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରମ୍ପ ଏହି…

ହର୍ମୁଜରେ ଖୋଲିଲା ନୂଆ ରାସ୍ତା, ଯୁଦ୍ଧ ମଧ୍ୟରେ ଜାହାଜଗୁଡ଼ିକୁ ମିଳିଲା ନିରାପଦ ପଥ, ଇରାନକୁ ଘାରିଲାଣି ଚିନ୍ତା

ତେହରାନ,୪ା୪: ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ହର୍ମୁଜ ପ୍ରଣାଳୀରେ ଏକ ନୂତନ ସାମୁଦ୍ରିକ ପଥ ଖୋଲିଥିବା ପରି ମନେ ହେଉଛି, ଯାହା ବାଣିଜି୍ୟକ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri