Posted inଜାତୀୟ

ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଭାଇରସ: ଆଡଭାଇଜରୀ ଜାରି କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୮।୩: ଦେଶରେ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଭାଇରସ ବୃଦ୍ଧି ପାଉଛି। ତେବେ ମହାରାଷ୍ଟ୍ର ବର୍ତ୍ତମାନ ସମୟରେ ଏହି ଭାଇରସ କରୋନା ଭଳି ଦ୍ରୁତ ଗତିରେ ବଢୁଛି। ଏହାକୁ ନେଇ ସମସ୍ତ ହସ୍ପିଟାଲକୁ ସତର୍କ ରହିବାକୁ କୁହାଯାଇଛି। ଲୋକମାନେ ପୁଣି ଥରେ ମାସ୍କ ପିନ୍ଧିବା ଆରମ୍ଭ କରିଛନ୍ତି। ଅନ୍ୟପଟେ, ଦିଲ୍ଲୀ ସରକାର ଆଡଭାଇଜରୀ ଜାରି କରି ଲୋକ(ବିଶେଷକରି ଶିଶୁ ଏବଂ ବୃଦ୍ଧ)ଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଶୁକ୍ରବାର ଦେଶରେ କୋଭିଡ ଏବଂ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଭାଇରସ ବୃଦ୍ଧି ଘଟଣାରେ ଲୋକଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବାକୁ ଅନୁରୋଧ କରିଛନ୍ତି। ସରକାରୀ ଡାକ୍ତରଖାନାଗୁଡ଼ିକରେ ମାମଲା କମ୍‌ ଥିବା ସେ କହିଛନ୍ତି।

ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଭାଇରସ ବର୍ତ୍ତମାନ ସୁଦ୍ଧା ଦେଶରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ଘଟିଛି। କର୍ନାଟକର ହାସନ ଜିଲରେ ପ୍ରଥମେ ଏହି ଭାଇରସରେ ଜଣେ ୮୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜାନୁୟାରୀ ୨ ରୁ ମାର୍ଚ୍ଚ ୫ ମଧ୍ୟରେ ଦେଶରେ ୪୫୧ ଟି ଏଚ୍‌୩ଏନ୍‌୨ ମାମଲା ସାମ୍ନାକୁ ଆସିଛି। ତେବେ ଡାକ୍ତରଖାନାଗୁଡ଼ିକର ପ୍ରସ୍ତୁତି ଉପରେ ନଜର ରଖିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରିଛି ମନ୍ତ୍ରଣାଳୟ। ଏଥିସହ ମାସ୍କ, ଅକ୍ସିଜେନ୍‌, ଔଷଧ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଜମା ଦାନ କଲେ ଭାଜପା ନେତା ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯।୭: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ଲାଜମା ଥେରାପିକୁ ଦେଶ ଆପଣାଇ ନେଇଛି। ନିକଟରେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଭାରତୀୟ ଜନତା...

ଦେଶର ସବୁଠାରୁ ପ୍ରଦୂଷିତ ସହର ମୁମ୍ବାଇ: ବିଶ୍ୱର ଶୀର୍ଷ ୧୦ ସହର ତାଲିକାରୁ ଦିଲ୍ଲୀ ହଟିିଲା…

ମୁମ୍ବାଇ,୧୪।୨ : ରାଜଧାନୀ ଦିଲ୍ଲୀକୁ ପଛରେ ପକାଇ ମୁମ୍ବାଇ ଦେଶର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ବାୟୁ ଗୁଣବତ୍ତା ମନିଟର (ଏକ୍ୟୁଆଇ) ସ୍ବିଜରଲାଣ୍ଡର ଏୟାର...

ଥମୁଛି ସଂକ୍ରମଣ, କମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୧।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେନାହିଁ ରାକେଶ ଟିକାୟତ

ନୂଆଦିଲ୍ଲୀ,୨।୧: ଚାଷୀ ନେତା ରାକେଶ ଟିକାୟତ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ। ସୋମବାର ଚାଷୀ ନେତା କହିଛନ୍ତି, ସେ କଂଗ୍ରେସର ଭାରତ...

ଦୁଇ ଦିନିଆ କୋଲକାତା ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ,୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କୋଲକାତା ଗସ୍ତରେ ଯିବେ। ଶନିବାର ଓ ରବିବାର ସେ କୋଲକାତା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ...

ଜେଲରେ ଦ୍ୱିତୀୟଥର ଲାଗି ସିସୋଡିଆଙ୍କୁ ଜେରା କଲା ଇଡି

ନୂଆଦିଲ୍ଲୀ,୯ ।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ଦିଲ୍ଲୀ ଅବକାରୀ ନୀତି ମାମଲାରେ କଥିତ ଅନିୟମିତତା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନିଷ ସିସୋଡିଆଙ୍କୁ...

ବିହାର ବୈଶାଳୀରେ ବସ୍ତି ଭିତରେ ପଶିଲା ଟ୍ରକ୍ ମହିଳା ଶିଶୁ ସମେତ ୧୨ ମୃତ, ଶୋକ ପ୍ରକାଶ କଲେ ମୋଦି

ପାଟନ,୨୧ ।୧୧: ବିହାର ବୈଶାଳୀ ଜିଲାର ମହନାରରେ ରବିବାର ରାତିରେ ଏକ ଅନିୟନ୍ତ୍ରିତ ଟ୍ରକ୍ ରାସ୍ତା କଡରେ ଥିବା ଏକ ବସ୍ତିରେ ପଶିିଯିବା ଫଳରେ ଏଥିରେ...

କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରାରେ ସାମିଲ ହେବେ ପାଓ୍ବାର

ପୁଣେ,୨୩।୧୦: କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେବେ ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାର। ଏନେଇ ସେ ରବିବାର ସୂଚନା ଦେଇଛନ୍ତି। ସମାଜରେ ଏକତା ଆଣିବା...

Advertisement
Archives

Model This Week