ଭାରତର ଆଭିମୁଖ୍ୟ ସନ୍ତୋଷଜନକ ନୁହେଁ: ଆମେରିକା

ଓ୍ବାଶିଂଟନ୍‌,୨୬।୩: ୟୁକ୍ରେନ୍‌ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସନ୍ତୋଷଜନକ ନୁହେଁ। ତେବେ ରୁଷିଆ ସହ ଭାରତର ଐତିହାସିକ ସମ୍ପର୍କକୁ ଦେଖିଲେ ଏଥିରେ ବିସ୍ମିତ ହେବାର ନାହିଁ ବୋଲି ହ୍ବାଇଟ୍‌ ହାଉସ୍‌ ନ୍ୟାଶନାଲ ସିକ୍ୟୁରିଟି କାଉନ୍‌ସିଲରେ ଇଣ୍ଡୋ-ପାସିଫିକ୍‌ ନିର୍ଦ୍ଦେଶକ ମିରା ରାପ୍‌-ହୁପର ଏକ ପ୍ୟାନେଲ ଆଲୋଚନା ବେଳେ କହିଛନ୍ତି। ଜାତିସଂଘରେ ରୁଷିଆର ସାମରିକ ଅଭିଯାନକୁ ନିନ୍ଦା କରାଯାଇଥିବାବେଳେ ଭାରତ ମସ୍କୋର ବିରୋଧରେ ଥରୁଟିଏ ହେଲେ ଭୋଟ ଦେଇନାହିଁ।

Share