Posted inଖେଳ

ଇଣ୍ଡିଆନ ପ୍ରିମିୟର ଲିଗ୍‌ କାର୍ଯ୍ୟସୂଚୀ

ତାରିଖ ମ୍ୟାଚ୍‌ ସ୍ଥାନ ସମୟ
ମାର୍ଚ୍ଚ ୩୧ ଗୁଜରାଟ ବନାମ ଚେନ୍ନାଇ ଅହମଦାବାଦ ରାତି ୭.୩୦
ଏପ୍ରିଲ ୧ ପଞ୍ଜାବ ବନାମ କୋଲକାତା ମୋହାଲି ଅପରାହ୍ନ ୩.୩୦
ଲକ୍ଷ୍ନୌ ବନାମ ଦିଲ୍ଲୀ ଲକ୍ଷ୍ନୌ ରାତି ୭.୩୦
ଏପ୍ରିଲ ୨ ହାଇଦ୍ରାବାଦ ବନାମ ରାଜସ୍ଥାନ ହାଇଦ୍ରାବାଦ ଅପରାହ୍ନ ୩.୩୦
ବାଙ୍ଗାଲୋର ବନାମ ମୁମ୍ବାଇ ବେଙ୍ଗାଲୁରୁ ରାତି ୭.୩୦
ଏପ୍ରିଲ ୩ ଚେନ୍ନାଇ ବନାମ ଲକ୍ଷ୍ନୌ ଚେନ୍ନାଇ ରାତି ୭.୩୦
ଏପ୍ରିଲ ୪ ଦିଲ୍ଲୀ ବନାମ ଗୁଜରାଟ ଦିଲ୍ଲୀ ରାତି ୭.୩୦
ଏପ୍ରିଲ ୫ ରାଜସ୍ଥାନ ବନାମ ପଞ୍ଜାବ ଗୁଆହାଟୀ ରାତି ୭.୩୦
ଏପ୍ରିଲ ୬ କୋଲକାତା ବନାମ ବାଙ୍ଗାଲୋର କୋଲକାତା ରାତି ୭.୩୦
ଏପ୍ରିଲ ୭ ଲକ୍ଷ୍ନୌ ବନାମ ହାଇଦ୍ରାବାଦ ଲକ୍ଷ୍ନୌ ରାତି ୭.୩୦
ଏପ୍ରିଲ ୮ ରାଜସ୍ଥାନ ବନାମ ଦିଲ୍ଲୀ ଗୁଆହାଟୀ ଅପରାହ୍ନ ୩.୩୦
ମୁମ୍ବାଇ ବନାମ ଚେନ୍ନାଇ ମୁମ୍ବାଇ ରାତି ୭.୩୦
ଏପ୍ରିଲ ୯ ଗୁଜରାଟ ବନାମ କୋଲକାତା ଅହମଦାବାଦ ଅପରାହ୍ନ ୩.୩୦
ହାଇଦ୍ରାବାଦ ବନାମ ପଞ୍ଜାବ ହାଇଦ୍ରାବାଦ ରାତି ୭.୩୦
ଏପ୍ରିଲ ୧୦ ବାଙ୍ଗାଲୋର ବନାମ ଲକ୍ଷ୍ନୌ ବେଙ୍ଗାଲୁରୁ ରାତି ୭.୩୦
ଏପ୍ରିଲ ୧୧ ଦିଲ୍ଲୀ ବନାମ ମୁମ୍ବାଇ ଦିଲ୍ଲୀ ରାତି ୭.୩୦
ଏପ୍ରିଲ ୧୨ ଚେନ୍ନାଇ ବନାମ ରାଜସ୍ଥାନ ଚେନ୍ନାଇ ରାତି ୭.୩୦
ଏପ୍ରିଲ ୧୩ ପଞ୍ଜାବ ବନାମ ଗୁଜରାଟ ମୋହାଲି ରାତି ୭.୩୦
ଏପ୍ରିଲ ୧୪ କୋଲକାତା ବନାମ ହାଇଦ୍ରାବାଦ କୋଲକାତା ରାତି ୭.୩୦
ଏପ୍ରିଲ ୧୫ ବାଙ୍ଗାଲୋର ବନାମ ଦିଲ୍ଲୀ ବେଙ୍ଗାଲୁରୁ ଅପରାହ୍ନ ୩.୩୦
ଲକ୍ଷ୍ନୌ ବନାମ ପଞ୍ଜାବ ଲକ୍ଷ୍ନୌ ରାତି ୭.୩୦
ଏପ୍ରିଲ ୧୬ ମୁମ୍ବାଇ ବନାମ କୋଲକାତା ମୁମ୍ବାଇ ଅପରାହ୍ନ ୩.୩୦
ଗୁଜରାଟ ବନାମ ରାଜସ୍ଥାନ ଅହମଦାବାଦ ରାତି ୭.୩୦
ଏପ୍ରିଲ ୧୭ ବାଙ୍ଗାଲୋର ବନାମ ଚେନ୍ନାଇ ବେଙ୍ଗାଲୁରୁ ରାତି ୭.୩୦
ଏପ୍ରିଲ ୧୮ ହାଇଦ୍ରାବାଦ ବନାମ ମୁମ୍ବାଇ ହାଇଦ୍ରାବାଦ ରାତି ୭.୩୦
ଏପ୍ରିଲ ୧୯ ରାଜସ୍ଥାନ ବନାମ ଲକ୍ଷ୍ନୌ ଜୟପୁର ରାତି ୭.୩୦
ଏପ୍ରିଲ ୨୦ ପଞ୍ଜାବ ବନାମ ବାଙ୍ଗାଲୋର ମୋହାଲି ଅପରାହ୍ନ ୩.୩୦
ଦିଲ୍ଲୀ ବନାମ କୋଲକାତା ଦିଲ୍ଲୀ ରାତି ୭.୩୦
ଏପ୍ରିଲ ୨୧ ଚେନ୍ନାଇ ବନାମ ହାଇଦ୍ରାବାଦ ଚେନ୍ନାଇ ରାତି ୭.୩୦
ଏପ୍ରିଲ ୨୨ ଲକ୍ଷ୍ନୌ ବନାମ ଗୁଜରାଟ ଲକ୍ଷ୍ନୌ ଅପରାହ୍ନ ୩.୩୦
ମୁମ୍ବାଇ ବନାମ ପଞ୍ଜାବ ମୁମ୍ବାଇ ରାତି ୭.୩୦
ଏପ୍ରିଲ ୨୩ ବାଙ୍ଗାଲୋର ବନାମ ରାଜସ୍ଥାନ ବେଙ୍ଗାଲୁରୁ ଅପରାହ୍ନ ୩.୩୦
କୋଲକାତା ବନାମ ଚେନ୍ନାଇ କୋଲକାତା ରାତି ୭.୩୦
ଏପ୍ରିଲ ୨୪ ହାଇଦ୍ରାବାଦ ବନାମ ଦିଲ୍ଲୀ ହାଇଦ୍ରାବାଦ ରାତି ୭.୩୦
ଏପ୍ରିଲ ୨୫ ଗୁଜରାଟ ବନାମ ମୁମ୍ବାଇ ଅହମଦାବାଦ ରାତି ୭.୩୦
ଏପ୍ରିଲ ୨୬ ବାଙ୍ଗାଲୋର ବନାମ କୋଲକାତା ବେଙ୍ଗାଲୁରୁ ରାତି ୭.୩୦
ଏପ୍ରିଲ ୨୭ ରାଜସ୍ଥାନ ବନାମ ଚେନ୍ନାଇ ଜୟପୁର ରାତି ୭.୩୦
ଏପ୍ରିଲ ୨୮ ପଞ୍ଜାବ ବନାମ ଲକ୍ଷ୍ନୌ ମୋହାଲି ରାତି ୭.୩୦
ଏପ୍ରିଲ ୨୯ କୋଲକାତା ବନାମ ଗୁଜରାଟ କୋଲକାତା ଅପରାହ୍ନ ୩.୩୦
ଦିଲ୍ଲୀ ବନାମ ହାଇଦ୍ରାବାଦ ଦିଲ୍ଲୀ ରାତି ୭.୩୦
ଏପ୍ରିଲ ୩୦ ଚେନ୍ନାଇ ବନାମ ପଞ୍ଜାବ ଚେନ୍ନାଇ ଅପରାହ୍ନ ୩.୩୦
ମୁମ୍ବାଇ ବନାମ ରାଜସ୍ଥାନ ମୁମ୍ବାଇ ରାତି ୭.୩୦
ମେ ୧ ଲକ୍ଷ୍ନୌ ବନାମ ବାଙ୍ଗାଲୋର ଲକ୍ଷ୍ନୌ ରାତି ୭.୩୦
ମେ୨ ଗୁଜରାଟ ବନାମ ଦିଲ୍ଲୀ ଅହମଦାବାଦ ରାତି ୭.୩୦
ମେ ୩ ପଞ୍ଜାବ ବନାମ ମୁମ୍ବାଇ ମୋହାଲି ରାତି ୭.୩୦
ମେ ୪ ଲକ୍ଷ୍ନୌ ବନାମ ଚେନ୍ନାଇ ଲକ୍ଷ୍ନୌ ଅପରାହ୍ନ ୩.୩୦
ହାଇଦ୍ରାବାଦ ବନାମ କୋଲକାତା ହାଇଦ୍ରାବାଦ ରାତି ୭.୩୦
ମେ ୫ ରାଜସ୍ଥାନ ବନାମ ଗୁଜରାଟ ଜୟପୁର ରାତି ୭.୩୦
ମେ ୬ ଚେନ୍ନାଇ ବନାମ ମୁମ୍ବାଇ ଚେନ୍ନାଇ ଅପରାହ୍ନ ୩.୩୦
ଦିଲ୍ଲୀ ବନାମ ବାଙ୍ଗାଲୋର ଦିଲ୍ଲୀ ରାତି ୭.୩୦
ମେ ୭ ଗୁଜରାଟ ବନାମ ଲକ୍ଷ୍ନୌ ଅହମଦାବାଦ ଅପରାହ୍ନ ୩.୩୦
ରାଜସ୍ଥାନ ବନାମ ହାଇଦ୍ରାବାଦ ଜୟପୁର ରାତି ୭.୩୦
ମେ ୮ କୋଲକାତା ବନାମ ପଞ୍ଜାବ କୋଲକାତା ରାତି ୭.୩୦
ମେ ୯ ମୁମ୍ବାଇ ବନାମ ବାଙ୍ଗାଲୋର ମୁମ୍ବାଇ ରାତି ୭.୩୦
ମେ ୧୦ ଚେନ୍ନାଇ ବନାମ ଦିଲ୍ଲୀ ଚେନ୍ନାଇ ରାତି ୭.୩୦
ମେ ୧୧ କୋଲକାତା ବନାମ ରାଜସ୍ଥାନ କୋଲକାତା ରାତି ୭.୩୦
ମେ ୧୨ ମୁମ୍ବାଇ ବନାମ ଗୁଜରାଟ ମୁମ୍ବାଇ ରାତି ୭.୩୦
ମେ ୧୩ ହାଇଦ୍ରାବାଦ ବନାମ ଲକ୍ଷ୍ନୌ ହାଇଦ୍ରାବାଦ ଅପରାହ୍ନ ୩.୩୦
ଦିଲ୍ଲୀ ବନାମ ପଞ୍ଜାବ ଦିଲ୍ଲୀ ରାତି ୭.୩୦
ମେ ୧୪ ରାଜସ୍ଥାନ ବନାମ ବାଙ୍ଗାଲୋର ଜୟପୁର ଅପରାହ୍ନ ୩.୩୦
ଚେନ୍ନାଇ ବନାମ କୋଲକାତା ଚେନ୍ନାଇ ରାତି ୭.୩୦
ମେ ୧୫ ଗୁଜରାଟ ବନାମ ହାଇଦ୍ରାବାଦ ଅହମଦାବାଦ ରାତି ୭.୩୦
ମେ୧୬ ଲକ୍ଷ୍ନୌ ବନାମ ମୁମ୍ବାଇ ଲକ୍ଷ୍ନୌ ରାତି ୭.୩୦
ମେ ୧୭ ପଞ୍ଜାବ ବନାମ ଦିଲ୍ଲୀ ଧର୍ମଶାଳା ରାତି ୭.୩୦
ମେ ୧୮ ହାଇଦ୍ରାବାଦ ବନାମ ବାଙ୍ଗାଲୋର ହାଇଦ୍ରାବାଦ ରାତି ୭.୩୦
ମେ ୧୯ ପଞ୍ଜାବ ବନାମ ରାଜସ୍ଥାନ ଧର୍ମଶାଳା ରାତି ୭.୩୦
ମେ ୨୦ ଦିଲ୍ଲୀ ବନାମ ଚେନ୍ନାଇ ଦିଲ୍ଲୀ ଅପରାହ୍ନ ୩.୩୦
କୋଲକାତା ବନାମ ଲକ୍ଷ୍ନୌ କୋଲକାତା ରାତି ୭.୩୦
ମେ ୨୧ ମୁମ୍ବାଇ ବନାମ ହାଇଦ୍ରାବାଦ ମୁମ୍ବାଇ ଅପରାହ୍ନ ୩.୩୦
ବାଙ୍ଗାଲୋର ବନାମ ଗୁଜରାଟ ବେଙ୍ଗାଲୁରୁ ରାତି ୭.୩୦

ଆଇପିଏଲ ରେକଡର୍‌ସ
* ସର୍ବାଧିକ ରନ୍‌: ବିରାଟ କୋହଲି- ୬୬୨୪
* ସର୍ବାଧିକ ଚୌକା: ଶିଖର ଧାଓ୍ବନ-୭୦୧
* ସର୍ବାଧିକ ଛକା: କ୍ରିସ୍‌ ଗେଲ୍‌-୩୫୭
*ଗୋଟିଏ ଇନିଂସରେ ସର୍ବାଧିକ ଛକା: କ୍ରିସ୍‌ ଗେଲ୍‌-୧୭
* ଇନିଂସରେ ସର୍ବୋଚ୍ଚ ସ୍କୋର: କ୍ରିସ୍‌ ଗେଲ୍‌-୧୭୫
* ଶ୍ରେଷ୍ଠ ଷ୍ଟ୍ରାଇକ୍‌ ହାର: ଆନ୍ଦ୍ରେ ରସେଲ-୧୭୭.୮୮
* ସର୍ବାଧିକ ଉଇକେଟ: ଡ୍ବେନ୍‌ ବ୍ରାଭୋ-୧୮୩
* ଶ୍ରେଷ୍ଠ ବୋଲିଂ ଫିଗର: ଆଲଜାରି ଜୋସେଫ-୬/୧୨
* ସର୍ବାଧିକ ବୋଲିଂ ଆଭରେଜ: ଲୁନ୍‌ଗି ଏନ୍‌ଗିଡି-୧୭.୯୨
* ଶ୍ରେଷ୍ଠ ଇକୋନୋମି: ରଶିଦ୍‌ ଖାଁ-୬.୩୭
* ସର୍ବାଧିକ ଡଟ୍‌ ବଲ୍‌: ଭୁବନେଶ୍ୱର କୁମାର-୧୪୦୬
* ସର୍ବାଧିକ ଅର୍ଦ୍ଧଶତକ: ଡେଭିଡ ଓ୍ବାର୍ନର-୫୫
* ସର୍ବାଧିକ ଶତକ: କ୍ରିସ୍‌ ଗେଲ୍‌-୬
* ସର୍ବାଧିକ ରନ୍‌ ବ୍ୟବଧାନରେ ବିଜୟ:
୧୪୬(ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ ଡେୟାରଡେଭିଲ୍ସ, ୨୦୧୭)
* ସର୍ବାଧିକ ବଲ୍‌ ବ୍ୟବଧାନରେ ବିଜୟ:
୮୭(ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲ୍‌କାତା ନାଇଟ ରାଇଡର୍ସ, ୨୦୦୮)
* ୧୦ ଉଇକେଟରେ ବିଜୟ: ୧୫ ଥର
* ୧ ରନ୍‌ରେ ବିଜୟ: ୧୧ ଥର
* ସର୍ବାଧିକ ରନ୍‌ ଚେଜ୍‌: ୨୨୬/୬(ରାଜସ୍ଥାନ ରୟାଲ୍ସ
ବନାମ ପଞ୍ଜାବ କିଙ୍ଗ୍ସ, ସ୍ଥାନ: ଶାରଜା, ୨୦୨୦)
* ଟାଇ ମ୍ୟାଚ୍‌: ୧୪ ଥର
* ସର୍ବାଧିକ ଦଳଗତ ସ୍କୋର: ୨୬୩/୫ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପୁଣେ ଓ୍ବାରିୟର୍ସ ଇଣ୍ଡିଆ, ସ୍ଥାନ: ବାଙ୍ଗାଲୋର, ୨୦୧୩)
* ସର୍ବନିମ୍ନ ଦଳଗତ ସ୍କୋର: ୪୯/ଅଲ୍‌ଆଉଟ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ ରାଇଡର୍ସ, ସ୍ଥାନ:
କୋଲକାତା, ୨୦୧୭)
* ମ୍ୟାଚ୍‌ରେ ସର୍ବାଧିକ ସ୍କୋର: ୪୬୯/୧୦(ସିଏସ୍‌କେ ୨୪୬/୫ ବନାମ ରାଜସ୍ଥାନ ରୟାଲ୍ସ ୨୨୩/୫, ସ୍ଥାନ: ଚେନ୍ନାଇ, ୨୦୧୦)
* ମ୍ୟାଚ୍‌ରେ ସର୍ବନିମ୍ନ ସ୍କୋର: ୧୩୫/୧୦(ଦିଲ୍ଲୀ ଡେୟାରଡେଭିଲ୍ସ ୬୭ ବନାମ ପଞ୍ଜାବ କିଙ୍ଗ୍ସ-୬୮/୦, ସ୍ଥାନ: ମୋହାଲି, ୨୦୧୭)
* ଦ୍ରୁତତ୍ତମ ଅର୍ଦ୍ଧଶତକ: ଲୋକେଶ ରାହୁଲ ଓ ପ୍ୟାଟ୍‌ କୁମିନ୍ସ (୧୪ ବଲ୍‌)
* ଦ୍ରୁତତ୍ତମ ଶତକ: କ୍ରିସ୍‌ ଗେଲ୍‌ (୩୦ ବଲ୍‌)
* ସର୍ବାଧିକ ମେଡେନ: ପ୍ରବୀଣ କୁମାର (୧୪)
* ଦ୍ରୁତ ୫୦ ଉଇକେଟ: କାଗିଶୋ ରାବାଡ଼ା (୨୭ ମ୍ୟାଚ)
* ଦ୍ରୁତ ୧୦୦ ଓ ୧୫୦ ଉଇକେଟ: ଲସିଥ ମାଲିଙ୍ଗା (୭୦ ଓ ୧୦୫ ମ୍ୟାଚ)
* ହାଟ୍ରିକ୍‌ ଉଇକେଟ: ୨୧ ଖେଳାଳି
* ସର୍ବାଧିକ ଡିସ୍‌ମିଶାଲ କରିଥିବା ଉଇକେଟ୍‌କିପର: ମହେନ୍ଦ୍ର ସିଂ ଧୋନୀ -୧୭୦(୧୩୧ କ୍ୟାଚ+୩୯ ଷ୍ଟମ୍ପିଂ)
* ସର୍ବାଧିକ କ୍ୟାଚ୍‌: ସୁରେଶ ରାଇନା -୧୦୯
*ସର୍ବାଧିକ ମ୍ୟାଚରେ ଅଧିନାୟକ: ମହେନ୍ଦ୍ର ସିଂ ଧୋନୀ-୨୧୦
* ସର୍ବାଧିକ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର: ଏବି ଡି’ ଭିଲର୍ସ-୨୫ ଥର


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri