Categories: Uncategorized

ଓଏମ୍‌ସି ପକ୍ଷରୁ ସ୍ବାଧୀନତା ଦିବସ

ଭୁବନେଶ୍ୱର,୧୮।୮: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପରିସରରେ ୭୬ ତମ ସ୍ବାଧୀନତା ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଏମ୍‌ସିର ଅଧ୍ୟକ୍ଷ ଡି.କେ. ସିଂହ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଓଏମ୍‌ସିର ଏମ୍‌ଡି ବଲଓ୍ବନ୍ତ ସିଂହଙ୍କ ସମେତ ସମସ୍ତ ନିର୍ଦ୍ଦେଶକ, ନିଗମର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।