Categories: Home Leftଖେଳ

IND vs NZ: ବଡ଼ ନିଷ୍ପତ୍ତି ନେଲେ ଅଧିନାୟକ ଶୁଭମନ: ଏହି ଷ୍ଟାର୍‌ ଖେଳାଳି ପଡିଲେ ବାଦ୍‌, ଦେଖନ୍ତୁ କିଏ ପାଇଲେ ସ୍ଥାନ

ନୂଆଦିଲ୍ଲୀ, ୪।୧୧: ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ୪ ଜଣ ଦ୍ରୁତ ବୋଲର ଏବଂ ୨ ଜଣ ସ୍ପିନର, ଅର୍ଥାତ୍‌ ୬ଟି ବୋଲିଂ ବିକଳ୍ପ ସହିତ ମଇଦାନକୁ ଓହ୍ଲାଇଛି। ନମନ ଧୀର ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ କୌଣସି ଦିନିକିଆ (ODI) ମ୍ୟାଚ ଖେଳିବେ। ସବୁଠାରୁ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ହେଉଛି ମହମ୍ମଦ ସିରାଜଙ୍କୁ ପ୍ଲେଇଙ୍ଗ ଏକାଦଶରେ ସାମିଲ କରାଯାଇ ନାହିଁ।

ଭାରତର ପ୍ଲେଇଙ୍ଗ ଏକାଦଶ:

ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେ.ଏଲ. ରାହୁଲ (ଉଇକେଟ୍‌ କିପର୍‌), ନମନ ଧୀର, ଅଂଶୁଲ କମ୍ବୋଜ, ଆକିବ ନବୀ, ଗୁରନୁର ବରାଡ, ଅର୍ଶଦୀପ ସିଂହ।

Dharitri – Odisha’s No.1 Odia Daily

Share