ଏଇ ଭାରତରେ

ଜୈବିକ ଖତ ପ୍ରସ୍ତୁତକାରୀଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ବେଙ୍ଗାଲୁରୁସ୍ଥିତ ‘େଓଷ୍ଟ ଇଜ୍‌ ଗୋଲ୍ଡ’ ବା ବର୍ଜ୍ୟ ହିଁ ସୁନା ନାମକ ଷ୍ଟାର୍ଟଅପ ଏକ ମେଶିନ ନିର୍ମାଣ କରିଛି, ଯେଉଁଥିରେ ୮ ଘଣ୍ଟାରେ ୨୦ରୁ ୧୦ ଟନ୍‌ ଓଦା ବର୍ଜ୍ୟରୁ ଖତ ପ୍ରସ୍ତୁତ ହୋଇପାରୁଛି। ମେଶିନର ନାମ ରଖାଯାଇଛି ‘ଗୋଲ୍ଡ କମ୍ପୋଷ୍ଟର’। ଏହି ଟେକ୍‌ନୋଲଜିର ସ୍ରଷ୍ଟା ହେଉଛନ୍ତି ସନ୍ଦୀପ ତିଓ୍ବାରୀ। ଏହା ଯେଉଁ ଖତ ପ୍ରସ୍ତୁତ କରୁଛି ସେଥିରେ ଗଛ ପାଇଁ ଦରକାର ସବୁ ପ୍ରକାର ନ୍ୟୁଟ୍ରିଣ୍ଟ ରହୁଛି। ଗୋଲ୍ଡ କମ୍ପୋଷ୍ଟର ନିର୍ମାଣ କରାଯିବା ପୂର୍ବରୁ ‘େଓଷ୍ଟ ଇଜ ଗୋଲ୍ଡ’ ଷ୍ଟାର୍ଟଅପ ୧୦ଟି ପ୍ରତିକୃତି ନିର୍ମାଣ କରିଥିଲା। ଏହି ଯାତ୍ରା ୨୦୧୪ରୁ ଆରମ୍ଭ ହୋଇଥିଲା ଓ ୨୦୧୫ରେ ପ୍ରଥମ ପ୍ରତିକୃତି ନିର୍ମାଣ କରାଯାଇଥିଲା। ତେବେ ସେସବୁର ବ୍ୟବହାରକୁ ଆହୁରି ସହଜ ଓ ସମୟ ଉପଯୋଗୀ କରିବାକୁ ଯାଇ ଶେଷରେ ଗୋଲ୍ଡ କମ୍ପୋଷ୍ଟର ନିର୍ମାଣ କରାଯାଇଛି। ଏଥିରୁ ଦୁଇଟି ବେଙ୍ଗାଲୁରୁର ପ୍ରେଷ୍ଟିଜ ରୟାଲ ଗାର୍ଡନରେ ରହିଛି ଓ ପ୍ରତିଦିନ ଏହା ୮୦୦ କେ.ଜି.ବର୍ଜ୍ୟକୁ ଖତ କରିପାରୁଛି। ପୂର୍ବରୁ ବ୍ୟବହାର କରାଯାଉଥିବା କମ୍ପୋଷ୍ଟରଗୁଡ଼ିକରୁ ଦୁର୍ଗନ୍ଧ ବାହାରୁଥିଲା, କିନ୍ତୁ ଏବେ ଗୋଲ୍ଡ କମ୍ପୋଷ୍ଟରରେ ତାହା ହେଉନାହିଁ। କେବଳ ବେଙ୍ଗାଲୁରୁ ନୁହେଁ ଦେଶର ବିଭିନ୍ନ ସହରର (୧୫)ଟି ସ୍ଥାନରେ ଏହି କମ୍ପୋଷ୍ଟର ବସାଯାଇଛି। ଏହି ସବୁ କମ୍ପୋଷ୍ଟରୁ ମାସକୁ ୨୫୦୦ ଟନ ବର୍ଜ୍ୟରୁ ୧୨୦୦ ଟନ ଖତ ତିଆରି ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri