ଏଇ ଭାରତରେ

ଅନେକ ଦୋକାନୀ ସେମାନଙ୍କ ଦୋକାନ ସମ୍ମୁଖରେ ‘ଗରାଖ ଈଶ୍ୱର’ ବୋଲି ଲେଖୁଥିବାବେଳେ ସେଭଳି ଭାବର ବିଶ୍ୱାସ ପ୍ରକଟ କରିବା ଲକ୍ଷ୍ୟ କରାଯାଏନି। କିନ୍ତୁ ମିଜୋରାମ ରାଜଧାନୀଠାରୁ ୬୫ କିି.ମି ଦୂର ଶେଲିଂ ରାଜପଥ କଡ଼ରେ ଥିବା ଦୋକାନୀମାନେ ସେମାନଙ୍କ ଗରାଖମାନଙ୍କୁ ଈଶ୍ୱର ମଣିଥାନ୍ତି। ସେମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକଟ କରି ଦୋକାନରେ କେହି ଦୋକାନୀ ରହନ୍ତିନି। ମୁଖ୍ୟତଃ କୃଷକମାନେ ହିଁ ଏହି ଦୋକାନଗୁଡ଼ିକର ମାଲିକ। ଏହାକୁ ‘ନଘା ଲାଉ ଦ୍ୱାର କଲଚର ଅଫ୍‌ ମିଜୋରାମ’ ଅର୍ଥାତ୍‌ ବିନା ଦୋକାନୀରେ ଦୋକାନ’ ବୋଲି କୁହାଯାଏ। ରାଜପଥ କଡ଼ ଆଦିବାସୀ ଗାଁଗୁଡ଼ିକରେ ଏହି ପରମ୍ପରା ବହୁ ଦିନରୁ ଚଳିଆସୁଛି। କୃଷକମାନେ ବାଉଁଶରେ ଦୋକାନ କରିଥାନ୍ତି। ପ୍ରତିଦିନ ସକାଳେ ସେମାନେ ପରିବା, ଫଳ, ଶୁଖୁଆ, ସ୍ବାଦିଷ୍ଠ ଗେଣ୍ଡା ଓ ଫଳରସ ବୋତଲ ଏଥିରେ ରଖନ୍ତି। ଏକ ସାଇନ୍‌ବୋର୍ଡରେ ପ୍ରତ୍ୟେକ ଜିନିଷର ନାମ ଓ ତା’ ମୂଲ୍ୟ ଚକ୍‌ରେ ଲେଖି ଦୋକାନରେ ଝୁଲାଇଦେଇ ଚାଷ ଖେତକୁ ଚାଲିଯାଆନ୍ତି। ଲୋକମାନେ ଦୋକାନକୁ ଆସନ୍ତି ଓ ଆବଶ୍ୟକ ଜନିଷ ନିଅନ୍ତି। ଦୋକାନରୁ ଜିନିଷ ନେବା ପରେ ମୂଲ୍ୟସୂଚୀରୁ ମୂଲ୍ୟ ଦେଖି ଦେୟ ଦେକାନରେ ଥିବା ଜମା ବାକ୍ସରେ ରଖିଦିଅନ୍ତି। ସେଥିରେ ବି କିଛି ଖୁଚୁରା ଥାଏ ଓ ଲୋକମାନଙ୍କର ଯାହା ଫେରିପାଇବାର ଥିବ ତାହାକୁ ସେଥିରୁ ନେଇଥାନ୍ତି। ସେମାନେ ସାଧୁତାର ପରିଚୟ ପ୍ରଦାନ କରିଥାନ୍ତି। କେବେ ବି କୃଷକମାନଙ୍କୁ ଠକନ୍ତିନି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri