Posted inଜାତୀୟ

ସୁନ୍ଦରୀ ହର୍ଷାଙ୍କ ପ୍ରେମରେ IIT ବାବା! ଇନଷ୍ଟାରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୧: ମହାକୁମ୍ଭକୁ ନେଇ ଖବର ଏବେ ହେଡଲାଇନରେ ରହିଛି। ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ସାଧୁସନ୍ଥ ଏବଂ ସାଧ୍ୱୀଙ୍କ ଖବର ମଧ୍ୟ ବେଶ ଚର୍ଚ୍ଚାରେ ରହିଛି। ତେବେ ଏହି ଭିତରେ ସବୁଠାରୁ ବେଶୀ ଚର୍ଚ୍ଚାରେ ଅଛନ୍ତି ଦୁଇ ବାବା ଓ ମାତା। ସେମାନେ ହେଲେ IIT ବାବା ଅଭୟ ସିଂ, ଓ ଅନ୍ୟଜଣେ ସୁନ୍ଦରୀ ମାତା ହର୍ଷ ରିଚାରିୟା।

ଦୁଇଜଣ ଭିନ୍ନ ଭିନ୍ନ ରାଜ୍ୟର ହୋଇଥିଲେ ସୁଦ୍ଧା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ପୂର୍ବରୁ ସେମାନେ ନିଜ କାର୍ଯ୍ୟପାଇଁ ଲୋକଲୋଚନକୁ ଆସିଥିଲେ। ହେଲେ ଏବେ ସୁନ୍ଦରୀ ମାତାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରି ଭାଇରାଲ IIT ବାବା।

ଏନେଇ ଫ୍ୟାନ୍ସ କହିଲେଣି ମାତାଙ୍କ ପ୍ରେମରେ ଆଇଆଇଟି ବାବା। ବାବା ଅଭୟ ଦୁନିଆର ମୋହ ମାୟା ଛାଡି ସନ୍ୟାସକୁ ଆପଣାଇ ନେଇଛନ୍ତି। ଏହାଛଡ଼ା ନିଜ ସୁନ୍ଦରତା ପାଇଁ ମଧ୍ୟ ହର୍ଷ ରିଚାରିୟା ବେଶ ଲୋକପ୍ରିୟ ହୋଇଛନ୍ତି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ଏବେ ବାବା ଅଭୟ ଏହି ସୁନ୍ଦରୀ ମାତାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁଛନ୍ତି। ବିଶେଷ କଥା ଏହା କି ଯେତେବେଳେ ବାବା ଅଭୟଙ୍କର ଇନଷ୍ଟାଗ୍ରାମରେ ଏକ ଲକ୍ଷ ୬୦ ହଜାର ଫଲୋଅର ରହିଛନ୍ତି। ସେତେବେଳେ ସେ ମାତ୍ର ୪୦ ଜଣଙ୍କୁ ଫଲୋ କରିଛନ୍ତି। ଆଉ ସେହି ୪୦ ଜଣଙ୍କ ମଧ୍ୟରେ ସୁନ୍ଦରୀ ହର୍ଷା ମଧ୍ୟ ରହିଛନ୍ତି।

ଅଭୟ ସିଂ ହରିୟାଣାର ଝାଜ୍ଜରର ସାସରୌଲି ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ IIT ବମ୍ବେରେ ନିଜ ପାଠପଢା ସମାପ୍ତ କରିଥିଲେ। ସେ ବିଟେକ ମଧ୍ୟ କରିଛନ୍ତି। ପରେ ସେ ବାବା ହୋଇଛନ୍ତି । ସେ ପାଠପଢା ସମୟରେ ଦର୍ଶନଶାସ୍ତ୍ର ପ୍ରତି ରୁଚି ରଖୁଥିଲେ। ଆଉ ଏବେ ସେ ସମ୍ପୂର୍ଣରୂପେ ବାବା ହୋଇଯାଇଛନ୍ତି।

ସେହିପରି ସୁନ୍ଦରୀ ହର୍ଷାଙ୍କ ରିଚାରିୟାଙ୍କ ବୟସ ମାତ୍ର ୩୧ ବର୍ଷ। ଏହି ଭାଇରାଲ ସାଧ୍ୱୀ ଜଣକ ଉତ୍ତରାଖଣ୍ଡର ବାସିନ୍ଦା। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେ ମଧ୍ୟ ରହିଆସୁଛନ୍ତି। ପାଖାପାଖି ୨ ବର୍ଷ ତଳେ ସେ ଆଧ୍ୟାତ୍ମିକ ରାସ୍ତାକୁ ଆପଣାଇଥିଲେ। କିନ୍ତୁ ସେ ଏପର୍ଯ୍ୟନ୍ତ ସନ୍ୟାସୀ ହୋଇନାହାନ୍ତି। ସୋସିଆଲ ମିଡିଆରେ ହର୍ଷା ଜଣେ ଆଙ୍କର ଓ ଇନଫ୍ଲୁଏନସର। ତାହାସହ ଏହି ଭାଇରାଲ ସୁନ୍ଦରୀ ଜଣେ ମେକଅପ ଆର୍ଟିଷ୍ଟ ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri