Posted inଫୁରସତ

ବୃଦ୍ଧାଙ୍କୁ ଶହ ଶହ ଯୁବକ ପଠାଉଛନ୍ତି ଚିଠି, କରୁଛନ୍ତି ପ୍ରେମ ନିବେଦନ

ଆଜିର ସମୟରେ ଲୋକମାନେ ଫିଟ୍‌ନେସ ରହିବା ପାଇଁ ବହୁତ କିଛି ଉପାୟ ଅବଲମ୍ବନ କରୁଛନ୍ତି। ସେମାନଙ୍କର ଓ୍ବାର୍କଆଉଟ ରୁଟିନକୁ ନେଇ ବେଶ୍‌ ସଚେତନ ରହୁଛନ୍ତି। ଏପରି ପରିସ୍ଥିତିରେ ଲଣ୍ଡନସ୍ଥିତ ଫିଟ୍‌ନେସ କୋଚ୍‌ ସନ୍‌ସାଇନ୍‌ଙ୍କ ପ୍ରକୃତ ବୟସ ଲୋକଙ୍କ ସହ ଶେୟାର କରିଛନ୍ତି। ମାତ୍ର କେହି ଏହାକୁ ବିଶ୍ୱାସ କରପାରୁନାହାନ୍ତି। ଆଣ୍ଡ୍ରିଆଙ୍କ ବୟସ ୬୦ ଛୁଇଁଲାଣି। ମାତ୍ର ସେ ୨୫ ବର୍ଷୀୟା ଯୁବତୀ ପରି ଦେଖାଯାଉଛନ୍ତି। ଆଣ୍ଡ୍ରିଆ ତାଙ୍କ ଲୁକ୍‌ର ରାଜ୍‌ ଲୋକଙ୍କୁ
କହିଛନ୍ତି। ସେ ଜିମ୍‌ ଯିବାକୁ ଭଲ ପାଆନ୍ତି। ପ୍ରତିଦିନ ୮ ଘଣ୍ଟା କାମ କରନ୍ତି। ବ୍ୟାୟାମ ପାଇଁ ସେ ଏତେ କ୍ରେଜ୍‌ ପାଇଲେ ଯେ, ସେ ଏକ ଫିଟନେସ୍‌ କୋଚ ହେବାକୁ ସ୍ଥିର କଲେ। କାର୍ଯ୍ୟ ସମୟରେ ଅନ୍ୟମାନଙ୍କୁ ଶିକ୍ଷା ଦେବାବେଳେ ମଧ୍ୟ ସେ ବ୍ୟାୟାମ କରନ୍ତି। ଯଦି ଦିନେ ସେ ଭଲ ମନୋଭାବରେ ନଥାନ୍ତି ତେବେ ସେ କେବଳ ୩ ଘଣ୍ଟା ବ୍ୟାୟାମ କରନ୍ତି।

ଆଣ୍ଡ୍ରିଆ କହିଛନ୍ତି, ତାଙ୍କୁ ସମସ୍ତେ ଯୁବତୀ ବୋଲି ଭାବିଥାନ୍ତି। ଏପରିକି ଅନେକ ପୁଅ ତାଙ୍କୁ ପ୍ରେମ ନିବେଦନ କରନ୍ତି। କିନ୍ତୁ ସମସ୍ତେ ତାଙ୍କ ବୟସର ଅଧା। ଯେତେବେଳେ ସେ କୁହନ୍ତି, ତାଙ୍କର ଦୁଇ ନାତି ଅଛନ୍ତି, କେହି ଏହାକୁ ବିଶ୍ୱାସ କରନ୍ତି ନାହିଁ। ଆଣ୍ଡ୍ରିଆ ତାଙ୍କ ଜୀବନକୁ ବହୁତ ଭଲ ପାଆନ୍ତି। ସେ ସାରା ଜୀବନ ଜିମ୍‌ରେ ବିତାଇ ପାରିବେ।

ସେ କହିଛନ୍ତି, ଖାଦ୍ୟ ଏବଂ ବ୍ୟାୟାମ ହେଉଛି ତାଙ୍କ ଫିଟ୍‌ନେସ୍‌ର ରହସ୍ୟ। ଏହି ଶରୀର ପାଇଁ ସେ ବ୍ୟାୟାମ ଏବଂ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ସୁନ୍ଦରତା ପାଇଁ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତି। ତାଙ୍କ ଖାଦ୍ୟରେ ନିଶ୍ଚିତ ଭାବରେ ବ୍ରୋକୋଲି ଏବଂ ପ୍ରୋଟିନ ଅଛି। ସେ ଅନ୍ୟ ମହିଳାମାନଙ୍କୁ ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ ପରାଗରେ ଶନିଙ୍କ ରାଶିରେ ଖରାପ ପ୍ରଭାବ, ଏହି ୩ଟି ରାଶିରେ ଘୋଟିଯିବ ବିପଦ!

ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଏହା ଫେବୃଆରୀ ୧୩ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବ ଏବଂ ତା’ପରେ ଫେବୃଆରୀ ୧୭ ତାରିଖରେ ସୂର୍ଯ୍ୟଗ୍ରହଣ ହେବ।…

କ୍ରାଶ ହେଉଥିଲା ବିମାନ, ପତ୍ନୀଙ୍କ ପାଇଁ ଏମିତି ବାର୍ତ୍ତା ଦେଲେ ପାଇଲଟ, ଭିଡ଼ିଓ ହେଉଛି ଭାଇରାଲ

ଜର୍ଜିଆ,୧୧।୨: ଆମେରିକାର ଜର୍ଜିଆ ରାଜ୍ୟର ଏକ ବ୍ୟସ୍ତବହୁଳ ରାସ୍ତାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ, ଏଥିରେ କୌଣସି କ୍ଷତି ହୋଇନାହିଁ। ଏହି ଘଟଣା ଘଟିଥିଲା…

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

ଭାରତରେ ୪୦୦କୋଟିରୁ ଅଧିକ ଆୟ କରେ ପେଙ୍ଗୁଇନ, ପ୍ରତିବର୍ଷ ଛପାଯାଏ ମାତ୍ର ଏତିକି ବହି…

ନୂଆଦିଲ୍ଲୀ,୧୧।୨: ଗତ କିଛି ଦିନ ଧରି ପୂର୍ୱତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାଣେଙ୍କ ପୁସ୍ତକ “ଫୋର୍‌ ଷ୍ଟାର୍‌ ଅଫ ଡେଷ୍ଟିନି” ସମ୍ପର୍କରେ ଜାତୀୟ ରାଜନୀତି…

ରିଲ୍ସ ନିଶାରେ ବନ୍ଧୁକ ଧରି ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ, ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧।୨: ବ୍ଲକବଷ୍ଟର ଫିଲ୍ମ ଧୁରନ୍ଧରର ଲୋକପ୍ରିୟ ଗୀତ ‘Fa9la’ ଉପରେ ଆଧାରିତ ଏକ ରିଲ ତିଆରି କରି ଜଣେ କଂଗ୍ରେସ ନେତା ଅଡୁଆରେ ଫସି ଯାଇଛନ୍ତି। କର୍ନାଟକ…

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri