ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୯, ୨୦୨୧ )

କଳାକାରମାନେ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପଶୁ ମୁଖା ନୃତ୍ୟ ଏବଂ ଯୋଡି ଶଙ୍ଖ ନୃତ୍ୟ ପରିବେଷଣ କରୁଛନ୍ତି

 

ଜାତୀୟ ହସ୍ତ୍ରତନ୍ତ୍ର ମେଳା : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଗ୍ରାହକମାନେ ବିଭିନ୍ନ ବସ୍ତ୍ର ସାମଗ୍ରୀ ଦେଖୁଛନ୍ତି

 

ରବୀନ୍ଦ୍ରମଣ୍ଡପଠାରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ଗୀତିନାଟ୍ୟ ଉତ୍ସବ