ସହଜରେ କେମିତି କରିହେବ ହର୍ବାଲ୍‌ ରଙ୍ଗ

ବେଳେବେଳେ ଦେଖାଯାଏ କେମିକାଲ୍‌ଯୁକ୍ତ ରଙ୍ଗରେ ହୋଲି ଖେଳିଲେ କାହାର ତ୍ୱଚାରେ ଇନ୍‌ଫେକ୍ସନ୍‌ ହୁଏ ତ କାହାର ଆଖି ଜଳାପୋଡ଼ା କରିଥାଏ। ତା’ଛଡ଼ା ଏହି ରଙ୍ଗ ସହଜରେ ଦେହରୁ ଛାଡ଼ି ବି ନ ଥାଏ। ସେଥିପାଇଁ ଏବେ ଲୋକଙ୍କ ଭିତରେ ହର୍ବାଲ୍‌ ରଙ୍ଗର ଚାହିଦା ବଢୁଥିବା ଦେଖିବାକୁ ମିଳୁଛି, କାରଣ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ। ମାର୍କେଟ୍‌ରେ ତ ହର୍ବାଲ୍‌ ରଙ୍ଗ ଅନେକ ମିଳୁଛି; କିନ୍ତୁ ଆପଣ ଚାହିଁଲେ ବିଭିନ୍ନ ପ୍ରକାର ଫୁଲ, ଫଳ, ପତ୍ର ତଥା ରୋଷେଇ ସାମଗ୍ରୀରୁ ବି ଘରେ ବସି ସହଜରେ ଏହାକୁ ତିଆରି କରିପାରିବେ। ଯେମିତିକି: ହଳଦୀରେ ବେସନ, ଚନ୍ଦନ ପାଉଡର ମିଶାଇ ଏହାକୁ ସୁବାସଯୁକ୍ତ ହଳଦିଆ ରଙ୍ଗ ଭାବେ ବ୍ୟବହାର କରିପାରିବେ। ଗେଣ୍ଡୁଫୁଲ, କମଳା ଚୋପାରୁ କମଳା ରଙ୍ଗ ହୋଇପାରିବ। ସେହିପରି ମେହେନ୍ଦି ପାଉଡର, ନିମ୍ବ ପତ୍ର, ପାଳଙ୍ଗ, ମେଥି ତଥା ପୁଦିନା ପତ୍ରକୁ ବାଟି ସବୁଜ ରଙ୍ଗ, ଡାଳିମ୍ବ, ବିଟ୍‌ ରସ ତଥା ନାଲି ଗୋଲାପ ପାଖୁଡାକୁ ବାଟି ନାଲି ରଙ୍ଗ, ଶୁଖିଲା ଲାଲ୍‌ ଚନ୍ଦନ ପାଉଡରକୁ ନାଲି ରଙ୍ଗର ଅବିର, ମଇଦା କିମ୍ବା ଚାଉଳ ଗୁଣ୍ଡକୁ ଧଳାରଙ୍ଗର ଅବିର ଭାବେ ମଧ୍ୟ ବ୍ୟବହାର କରିହେବ। ଏହା ତ୍ୱଚା ପାଇଁ ଉପକାରୀ ଯେମିତି ସୁରକ୍ଷିତ ବି ସେମିତି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ବିଶ୍ୱର ସବଠୁ ଖୁସି ଦେଶ କିଏ ଜାଣନ୍ତି: ଏହି ସ୍ଥାନରେ ଅଛି ଭାରତ

ଲଣ୍ଡନ,୨୦ା୩:ଫିନ୍‌ଲାଣ୍ଡ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ଭାବେ ନିଜର ମାନ୍ୟତା ବଜାୟ ରଖିଛି। କ୍ରମାଗତ ଭାବେ ୯ମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ସୂଚୀ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri