ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା ଲାଭ ସହିତ ଉପଭୋକ୍ତାମାନଙ୍କ ଗୋପନୀୟତା ଉଲ୍ଲଂଘନ କରିବାର ଆଶଙ୍କା ମଧ୍ୟ ରହିଛି। ଏତଦ ବ୍ୟତୀତ, ଛାତ୍ରୀମାନେ ସେମାନଙ୍କ ଅଧ୍ୟୟନରୁ ବିଚଳିତ ହେବା ଏବଂ ସାଇବର ମାଧ୍ୟମ ଉପରେ ଧମକଚମକ ଦେବାର ସମ୍ଭାବନା ମଧ୍ୟ ବଢିଯାଏ।
ୟୁନେସ୍କୋ ଅନୁଯାୟୀ, ଆଲଗୋରିଦମ ଉପରେ ଆଧାର କରି ସୋସିଆଲ ମିଡିଆରେ ବ୍ୟବହାରକାରୀଙ୍କ ପାଇଁ ମଲ୍ଟିମିଡ଼ିଆ ବିଷୟବସ୍ତୁ ଉପଲବ୍ଧ କରାଯାଇଥାଏ, କିନ୍ତୁ ଏହା ଝିଅମାନଙ୍କୁ ଯୌନ ବିଷୟବସ୍ତୁ ଠାରୁ ଆରମ୍ଭ କରି ଭିଡିଓ ପର୍ଯ୍ୟନ୍ତ ସବୁ ଜିନିଷର ସଂସ୍ପର୍ଶରେ ଆସିପାରେ ଯାହା ଅନୁପଯୁକ୍ତ ଆଚରଣ କିମ୍ବା ଶାରୀରିକ ସୌନ୍ଦର୍ଯ୍ୟର ଅବାସ୍ତବ ମାନଦଣ୍ଡକୁ ଗୌରବାନ୍ବିତ କରିଥାଏ। ଏହା ଝିଅମାନଙ୍କ ପାଇଁ ମାନସିକ ଚାପ ବଢାଇପାରେ। ସେମାନଙ୍କର ଆତ୍ମ ସମ୍ମାନ କ୍ଷତିଗ୍ରସ୍ତ ହୋଇପାରେ ଏବଂ ସେମାନଙ୍କ ଶରୀର ପ୍ରତି ଧାରଣା ନକାରାତ୍ମକ ପ୍ରଭାବିତ ହୋଇପାରେ।
ଏହାକୁ ଦୃଷ୍ଟିରେ ରଖି ସେ ଡିଜିଟାଲ ପ୍ଲାଟଫର୍ମର ବିକାଶ କରୁଥିବାବେଳେ ଏପରି ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ, ଯାହା ମହିଳାମାନଙ୍କର ଶିକ୍ଷାଗତ ତଥା କ୍ୟାରିୟର ସମ୍ବନ୍ଧୀୟ ଆକାଂକ୍ଷାକୁ ସୀମିତ କରେ ନାହିଁ, ଯାହା ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ଉପରେ ଗଭୀର ଭାବରେ ପ୍ରଭାବ ପକାଇଥାଏ। କ୍ୟାରିୟରରେ ସଫଳତା ଉପରେ ମଧ୍ୟ ପ୍ରଭାବ ପକାଇପାରେ। ୟୁନେସ୍କୋର ମହାନିର୍ଦ୍ଦେଶକ ଅଡ୍ରି ଆଜୁଲାଇ କହିଛନ୍ତି ଯେ ପିଲାମାନଙ୍କର ସାମାଜିକ ଜୀବନ ବହୁ ପରିମାଣରେ ସୋସିଆଲ ମିଡିଆରେ ପ୍ରତିଫଳିତ ହୋଇଥାଏ, କିନ୍ତୁ ଅନେକ ସମୟରେ ଆଲଗୋରିଦମିକ ଫୋକସ ପ୍ଲାଟଫର୍ମଗୁଡିକ ନକାରାତ୍ମକ ଲିଙ୍ଗଗତ ନିୟମକୁ ପ୍ରୋତ୍ସାହିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri