ସାର୍କ ଟ୍ୟାଙ୍କ ଇଣ୍ଡିଆକୁ ଆପଣ କିଭଳି ଯିବେ? ଜାଣନ୍ତୁ କ’ଣ କ’ଣ କରିବାକୁ ହେବ…

ନୂଆଦିଲ୍ଲୀ,୨୧।୨: ଯଦି ଆପଣଙ୍କ ପାଖରେ କୌଣସି ବ୍ୟବସାୟ କରିବା ଲାଗି ଯୋଜନା ରହିଛି, ଏପରିକି ଆପଣ ତାହାକୁ ବିନିଯୋଗ କରି ଏକ ପ୍ରତିଷ୍ଠାନ କରିଛନ୍ତି ତେବେ ଫଣ୍ଡିଂ ଲାଗି ସାର୍କ ଟ୍ୟାଙ୍କ ଇଣ୍ଡିଆକୁ ବାଛିପାରିବେ। ଏହି ରିଆଲିଟି ଶୋ’କୁ ନେଇ ଆଜିକାଲି ଚାରିଆଡେ ଚର୍ଚ୍ଚା। ଗୋଟିଏରୁ ବଳି ଆରେକ ବ୍ୟବସାୟୀ ଏହି ଶୋ’କୁ ଆସି ନିଜର ବ୍ୟବସାୟ ଯୋଜନା ଆଧାରରେ ଫଣ୍ଡ ହାସଲ କରୁଛନ୍ତି। ଆସନ୍ତୁ ଜାଣିବା ସାର୍କ ଟ୍ୟାଙ୍କ ଇଣ୍ଡିଆକୁ ଯିବାକୁ ହେଲେ କ’ଣ କରିବାକୁ ହେବ…

-ରେଜିଷ୍ଟ୍ରେଶନ ଫର୍ମ:ସର୍ବପ୍ରଥମେ ରେଜିଷ୍ଟ୍ରେଶନ ବିଷୟରେ ଜାଣିବାକୁ ସୋନି ଲିଭ୍‌ ଆପ୍‌ ଡାଉନଲୋଡ ନଚେତ ଅପଡେଟ୍‌ କରନ୍ତୁ। ଏହାର ସିଜନ ୩ ରେଜିଷ୍ଟ୍ରେଶନ ଫର୍ମ ପୂରଣ କରିବାକୁ Sonyliv.comରେ ଲଗ୍‌ଇନ୍‌ କରନ୍ତୁ। ଯଦି ଆପଣଙ୍କ ଯୋଜନା ଟିମ୍‌କୁ ପସନ୍ଦ ଆସିବ ତେବେ ଆପଣଙ୍କୁ ନିଜ ବ୍ୟବସାୟ ବିଷୟରେ କହିବାକୁ ହେବ। ଫଳରେ ଆଗାମୀ ପାହାଚକୁ ଯିବାର ସମ୍ଭାବନା ବଢ଼ିଯିବ।

-୩ ମିନିଟ୍‌ର ଭିଡିଓ ପିଚ୍‌: ନିଜର ବ୍ୟବସାୟ ବିଷୟରେ କହିବାକୁ ଆପଣ ୩ ମିନିଟ୍‌ର ଭିଡିଓ ପିଚ୍‌ ଅପଲୋଡ୍‌ କରିପାରିବେ। ଫଳରେ ଟିମ୍‌ ଆପଣଙ୍କ ବ୍ୟବସାୟକୁ ପୁରା ବୁଝିଯିବେ। ଭିଡିଓରେ ଆପଣଙ୍କୁ କହିବାକୁ ହେବ ଯେ କାହିଁକି ଏହି ବ୍ୟବସାୟ ଅନ୍ୟଙ୍କଠାରୁ ଅଲଗା। ଆପଣ ନୂଆ କ’ଣ କରିପାରିବେ। ଆପଣଙ୍କ ନିକଟରେ ଶୋ’ରେ ଭାଗ ନେବାକୁ ଆବଶ୍ୟକ ଯୋଗ୍ୟତା ଅଛି କି ନାହିଁ।

-ଅଡିଶନ କିଭଳି ହେବ?
ଯେଉଁଲୋକେ ପ୍ରାରମ୍ଭିକ ପର୍ଯ୍ୟାୟରେ ସଫଳ ହୋଇଥାନ୍ତି ସେମାନେ ଅଡିଶନର ସାମ୍ନା କରନ୍ତି। ତାଙ୍କୁ ନିଜର ବ୍ୟବସାୟକୁ ନେଇ ଯୋଜନା ସାର୍କ ଟ୍ୟାଙ୍କ ଇଣ୍ଡିଆ ଟିମ୍‌ ସମ୍ମୁଖରେ ରଖିବାକୁ ହୋଇଥାଏ। ସେମାନେ କ୍ଷମତାକୁ ଆକଳନ କରିଥାନ୍ତି। ସେଥିରେ ସର୍ବଶ୍ରେଷ୍ଠ ପ୍ରାର୍ଥୀ ଚୟନ କରିଥାନ୍ତି।

-ପରେ ହେବ ଏଣ୍ଟ୍ରି: ଯଦି ଆପଣ ଅଡିଶନରେ ସଫଳ ହୁଅନ୍ତି ତେବେ ଆପଣଙ୍କୁ ପିଚର୍ସ ବୋଲି କୁହାଯାଏ। ଏହାପରେ ଆପଣ ପ୍ୟାନେଲ ସମ୍ମୁଖରେ ଏଣ୍ଟ୍ରି କରିବେ। ଅନୁଭବୀ ନିବେଶକ ଅନ୍ତିମ ପିଚ୍‌ ଆଧାରରେ ଭ୍ୟାଲୁଏଶନ ଏବଂ ଆକଳନ କରି ନିବେଶ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri