Posted inଖେଳ

ନୀରଜ ଚୋପ୍ରାଙ୍କ ଜାଭେଲିନ୍‌ର ଓଜନ-ଦାମ୍‌ କେତେ ଜାଣନ୍ତି

ପ୍ୟାରିସ,୧।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରାଙ୍କ କାର୍ଯ୍ୟକୁ ସମଗ୍ର ଦେଶ ଉତ୍ସାହର ସହିତ ଅପେକ୍ଷା କରିଛି। କିନ୍ତୁ ଏହାପୂର୍ବରୁ ଇଣ୍ଟରନେଟରେ ତାଙ୍କ ବିଷୟରେ ଅନେକ ଜିନିଷ ଖୋଜାଯାଉଛି। ଏଥିରେ ଅଲିମ୍ପିକ୍ସରେ ତାଙ୍କ ମ୍ୟାଚ କାର୍ଯ୍ୟସୂଚୀ ଠାରୁ ଆରମ୍ଭ କରି ପୁରୁଣା ରେକର୍ଡ ଏବଂ ଡାଏଟ ପର୍ଯ୍ୟନ୍ତ ସବୁକିଛି ସାମିଲ ଅଛି। ବିଶେଷ କଥା ହେଉଛି ଜାଭେଲିନ୍‌ର ଓଜନ ଏବଂ ଲମ୍ବ କେତେ?
ଜାଭେଲିନ ଥ୍ରୋ ହଜାରେ ବର୍ଷ ପୁରୁଣା ଖେଳ। ପ୍ରାରମ୍ଭରେ ଲୋକମାନେ ଶିକାର ପାଇଁ ଜାଭେଲିନ ପକାଉଥିଲେ, କିନ୍ତୁ ଧୀରେ ଧୀରେ ଏହା ଏକ ଖେଳ ହୋଇଗଲା। ଦୀର୍ଘ ଦିନରୁ ଅଲିମ୍ପିକ ଗେମ୍ସରେ ଜାଭେଲିନ ଥ୍ରୋ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଏହା ଗୋଟିଏ ଖେଳ ଭାବରେ ନୁହେଁ, ଅନେକ ଖେଳର ଏକ ସେଟ ଭାବେ ସାମିଲ କରାଯାଇଥିଲା। ପରେ ଏହାକୁ ଏକ ଅଲଗା ଖେଳ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା।
ଜାଭେଲିନର ଓଜନ ଏବଂ ଲମ୍ବ ଭିନ୍ନ ଭିନ୍ନ। ପୁରୁଷ ଜାଭେଲିନର ଓଜନ ୮୦୦ ଗ୍ରାମ ଏବଂ ଲମ୍ବ ୨.୬ ରୁ ୨.୭ ମିଟର। ମହିଳା ଜାଭେଲିନର ଓଜନ ୬୦୦ଗ୍ରାମ ଏବଂ ଲମ୍ବ୨.୨ ରୁ ୨.୩ ମିଟର ।
୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇ-ନିଲାମରେ ଏହା ସ୍ମରଣୀୟ ସାମଗ୍ରୀ ମଧ୍ୟରୁ ଅନ୍ୟତମ। ୨୦୨୨ରେ ଭାରତୀୟ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ନୀରଜ ଚୋପ୍ରାଙ୍କ ଜାଭେଲିନ ୧.୫ କୋଟିରେ କିଣିଥିଲା। ଅନ୍‌ଲାଇନ ଷ୍ଟୋରଗୁଡ଼ିକରେ ଜାଭେଲିନର ମୂଲ୍ୟ ୯୩୦ ଟଙ୍କାରୁ ୮୦,୦୦୦ ଟଙ୍କା ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri