ସୁଶାନ୍ତଙ୍କ ବିବାହ ସମ୍ପର୍କରେ ଶେଷଥର କଥା ହୋଇଥିଲେ ତାଙ୍କ ପିତା, କହିଲେ ବୋହୂ ହୋଇଥାନ୍ତେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ଖବରକୁ ଆଜି ପର୍ଯ୍ୟନ୍ତ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଆଉ ତାଙ୍କୁ ଜନ୍ମ ଦେଇଥିବା ପିତା କେମିତି ବା ବିଶ୍ୱାସ କରନ୍ତେ। ସୁଶାନ୍ତଙ୍କ ପାଇଁ ତାଙ୍କ ଆଖିରୁ ଲୁହ ଶୁଖୁନି। କେବଳ ତାଙ୍କରି କଥା ଭାବି ଗୁମୁରି କାନ୍ଦୁଛନ୍ତି। ୪ ଝିଅଙ୍କ ମଧ୍ୟରେ ସୁଶାନ୍ତ ଏକମାତ୍ର ମାତ୍ର ପୁଅ ଥିଲେ। ତାଙ୍କ ପାଇଁ ସେ ଭଗବାନଙ୍କୁ କେତେ ପ୍ରାର୍ଥନା କରି ଶେଷରେ ପାଇଥିଲେ। ହେଲେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲା। ସୁଶାନ୍ତ ହାତକୁ ଦି’ ହାତ ହୋଇଥା’ନ୍ତେ ଅର୍ଥାତ୍‌ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ ବୋଲି ତାଙ୍କ ପିତା କେକେ ସିଂ ଏକ ସାକ୍ଷାତକାରରେ କହିଛନ୍ତି।

ସେ କହିଛନ୍ତି, ସୁଶାନ୍ତ ତାଙ୍କ ସହ ପିଲାଦିନେ ସବୁ ବିଷୟରେ କଥା ହେଉଥିଲେ। ଏହି କିଛିଦିନ ହେବ ଚୁପ୍‌ଚାପ୍‌ ରହୁଥିଲା। ଶେଷଥର ପାଇଁ ସେ ସୁଶାନ୍ତଙ୍କ ସହ ବିବାହ ବିଷୟରେ କଥା ହୋଇଥିଲେ। କିନ୍ତୁ ସୁଶାନ୍ତ କହିଥିଲେ, ଲକ୍‌ଡାଉନ୍‌ ଯୋଗୁ ଏବେ ବିବାହ ସମ୍ଭବ ନୁହେଁ, ପୁଣି ତାଙ୍କର ଆଗକୁ ଏକ ଫିଲ୍ମ ଆସିବାର ଅଛି। ତେଣୁ ସେ ୨୦୨୧ରେ ବିବାହ କରିବେ। ସେ କହିଛନ୍ତି, ଅଙ୍କିତା ଲୋଖଣ୍ଡେଙ୍କୁ ସେ ଜାଣିଛନ୍ତି। ତାଙ୍କୁ ସେ ମୁମ୍ବାଇରେ ଭେଟିଥିଲେ। ଅଙ୍କିତା ସୁଶାନ୍ତଙ୍କ ଏକମାତ୍ର ଝିଅ ସାଙ୍ଗ ଥିଲେ ବୋଲି କେକେ ସିଂ କହିଛନ୍ତି। ତେବେ ରିୟା ଚକ୍ରବର୍ତ୍ତୀଙ୍କୁ ସେ ଜାଣି ନ ଥିବା କହିଛନ୍ତି। ତାଙ୍କ ପିତା ଆହୁରି ମଧ୍ୟ କହିଛନ୍ତି, ସେ ଯାହାକୁ କହିଥାନ୍ତା ମୁଁ ବୋହୂ ବୋଲି ଗ୍ରହଣ କରିଥାନ୍ତି। ମାତ୍ର ସେ ଆମ ସମସ୍ତଙ୍କୁ ପର କରିଦେଇ ଚାଲିଗଲା କହି କାନ୍ଦି ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri