PUCCକୁ ନେଇ ହାଇକୋର୍ଟଙ୍କ ବଡ଼ ନୋଟିସ

କଟକ,୯।୧: PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ। ପରିବହନ ସଚିବ ଏବଂ STAକୁ ଜବାବ ତଲବ ମାଗିଲେ ହାଇକୋର୍ଟ। ଏମ୍‌ଭି ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଦାୟର ମାମଲାରେ ନୋଟିସ ଦେଲେ ହାଇକୋର୍ଟ। ୧୫ ଦିନ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବିନା ପ୍ରଦୂଷଣ ଯାଞ୍ଚରେ ଚାଲାଣ କଟାଯିବାକୁ ବିରୋଧ କରି ହାଇକୋର୍ଟରେ ମାମଲା ହୋଇଥିଲା। ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଥିଲା ଯୋଜନା’, ଇରାନୀ ଗୁପ୍ତଚର ଏଜେଣ୍ଟଙ୍କ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ

ଓ୍ବାଶିଂଟନ,୫।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଜଣେ ପାକିସ୍ତାନୀ ନାଗରିକ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ…

କଲବଲ କରୁଛି ମହୁମାଛି: ବିପଦରେ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୫।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ ଦେଖାଯାଇଛି। ଏକାଧିକ ବଡ଼ ବଡ଼ ଗଛରେ ମହୁମାଛି ବସା…

ଯୁଦ୍ଧ ଯୋଗୁ ପେଟ୍ରୋଲ ପରେ ବଢିଯିବ ଏଲପିଜି ଦର, ମାର୍ଚ୍ଚରୁ ୫୦% ମହଙ୍ଗା ହେବ ସିଲିଣ୍ଡର!

ନୂଆଦିଲ୍ଲୀ,୫।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ସିଧାସଳଖ ଭାରତୀୟ ରୋଷେଇ ବଜେଟକୁ ପ୍ରଭାବିତ କରିପାରେ। ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀ…

ବାଲେଶ୍ବରରୁ କୁପାରୀ ଆସୁଥିବାବେଳେ ଅଘଟଣ: ଦୋକାନ ଭିତରକୁ ମାଡିଗଲା ବସ୍‌, ତା’ପରେ…

ଖଇରା,୫।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବରରୁ ସୋର ଯାଉଥିବା ଅନନ୍ୟା ବସ୍‌ ଖଇରା ପ୍ରାଣୀ ଚିକିତ୍ସାକେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ଏକ ଦୋକାନ ଉପରକୁ ମାଡିଯାଇଛି। ଫଳରେ ଜଣେ ଆହତ…

T20 WC ରେ ପାକିସ୍ତାନୀ ଖେଳାଳି ମହିଳାଙ୍କ ସହ କଲେ ଏମିତି ବ୍ୟବହାର, ସାଂଘାତିକ ଖୁଲାସା

ଇସଲାମବାଦ,୫।୩: ୨୦୨୬ ମସିହାରେ ପାକିସ୍ତାନ କ୍ରିକେଟ ଦଳର ଟି-୨୦ ବିଶ୍ୱକପ ବିପର୍ଯ୍ୟୟଜନକ ଥିଲା, ଯାହା ଫଳରେ ଖେଳାଳିମାନେ ସମାଲୋଚନାର ଶିକାର ହୋଇଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିମାନଙ୍କ…

ଟିମ ଇଣ୍ଡିଆ ପାଇଁ ବିପଦ ଇଂଲଣ୍ଡର ଏହି ୫ ଖେଳାଳି! ସେମିଫାଇନାଲରେ ହୋଇପାରେ…

ନୂଆଦିଲ୍ଲୀ,୫।୩: ICC ପୁରୁଷ T20 ବିଶ୍ୱକପ ୨୦୨୬ ଏବେ ଏହାର ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ମୁମ୍ବାଇର…

ବଡ଼ ଖବର: ଯୁଦ୍ଧ ଯୋଗୁ ସ୍ଥଗିତ ରହିଲା ବିଶ୍ୱକପ ଲିଗ୍‌ ୨ ମ୍ୟାଚ, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଏବେ କ୍ରିକେଟକୁ ପ୍ରଭାବିତ କରୁଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଏହି ଅଞ୍ଚଳରେ ସୁରକ୍ଷା ପରିସ୍ଥିତି…

ହୋଲିରେ ଭୁବନେଶ୍ବରରେ ଜମିଲା ଆମିଷ ବେପାର: ଖାଇଗଲେ ୮ କୋଟିରୁ ଅଧିକ…

ଭୁବନେଶ୍ୱର,୫।୩: ହୋଲିରେ ଭୁବନେଶ୍ବରରେ ଜମିଲା ଆମିଷ ବେପାର । ହୋଲି ଖେଳିବା ସହ ଆମିଷର ମଜା ଉଠାଇଛନ୍ତି ଭୁବନେଶ୍ବରବାସୀ । ରାଜଧାନୀରେ କୋଟି କୋଟି ଟଙ୍କାର ଆମିଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri