ଏଠାରେ ଝିଅଙ୍କୁ ବିବାହ କରନ୍ତି ବାପା, ଏହି ଦେଶରେ ରହିଛି ଅଜବ ଆଇନ

ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ଆଇନ ଅଛି। ପ୍ରାୟ ପ୍ରତ୍ୟେକ ବିଷୟ ପାଇଁ ଦେଶଗୁଡ଼ିକରେ ଆଇନ ତିଆରି ହୋଇଛି। ଯେମିତି ବି ଆଇନ ହେଉ, ଲୋକଙ୍କୁ ମାନିିବାକୁ ପଡିଥାଏ। ଯଦି କେହି ଆଇନ ବାହାରେ କାମ କରନ୍ତି, ତେବେ ତାହା ବେଆଇନ। ଏବଂ ଏପରି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ତେବେ ବିଶ୍ୱର ବିଭିନ୍ନ ଦେଶରେ ବିବାହକୁ ନେଇ ଅନେକ ନିୟମ ପ୍ରଣୟନ କରାଯାଇଛି।

ଏଥିରେ ବିବାହର ବୟସ ମଧ୍ୟ ର୍ନିଣ୍ଣୟ କରାଯାଏ, କିଏ କେଉଁ ବୟସରେ ବିବାହ କରିପାରିବ। ବିଶ୍ୱର ଏପରି ଏକ ଦେଶ ଅଛି ଯେଉଁଠି ଏକ ଅଜବ ଆଇନ ଅଛି। ଯେଉଁଠାରେ ଜଣେ ବାପା ତାଙ୍କ ଝିଅକୁ ମଧ୍ୟ ବିବାହ କରିପାରିବେ। ଏହି ଆଇନ ସେହି ଦେଶର ସରକାର ନିଜେ ତିଆରି କରିଛନ୍ତି। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ପିଲା ଜନ୍ମ ହେବା ଯେକୌଣସି ପିତାମାତାଙ୍କ ପାଇଁ ବହୁତ ଖୁସିର ବିଷୟ। ପୁଅ କିମ୍ବା ଝିଅ ପାଇବା ପାଇଁ, ପିତାମାତା ବିଭିନ୍ନ ସ୍ଥାନକୁ ଯାଇ ଶୁଭ ମନାସି ଥାଆନ୍ତି ଏବଂ ଭୋଗ ଲଗାନ୍ତି। କିନ୍ତୁ କିଛି ଲୋକ ପିତାମାତା ହୋଇପାରନ୍ତି ନାହିଁ। ଏପରି ପିତାମାତା ପିଲାମାନଙ୍କୁ ପୋଷ୍ୟ ଗ୍ରହଣ କରନ୍ତି। କିନ୍ତୁ ଇରାନରେ ଅଜବ ନିୟମ ରହିଛି। ଯଦି ଜଣେ ପିତା ଇରାନରେ ଏକ ଝିଅକୁ ପୋଷ୍ୟ ଗ୍ରହଣ କରନ୍ତି। ତେବେ ସେ ତାକୁ ବିବାହ କରିପାରିବେ। ଏହି ଆଇନ ୨୦୧୩ ମସିହାରେ ତତ୍କାଳୀନ ଇରାନ ସରକାର ଦ୍ୱାରା ଗୃହୀତ ହୋଇଥିଲା। ଆପଣଙ୍କୁ କହିରଖୁଛୁ ଯେ ବିଶ୍ୱର ଅନ୍ୟ କୌଣସି ଦେଶରେ ଏପରି ଲଜ୍ଜାଜନକ ଆଇନ ନାହିଁ।

ଇରାନରେ ବିବାହ ସମ୍ପର୍କିତ ଆଇନ ମଧ୍ୟ ବିଶ୍ୱର ଅନ୍ୟ ଦେଶଠାରୁ ବହୁତ ଭିନ୍ନ। ଭାରତରେ, ଝିଅମାନଙ୍କ ପାଇଁ ବିବାହର ସରକାରୀ ବୟସ ୧୮ ବର୍ଷ ଏବଂ ପୁଅମାନଙ୍କ ପାଇଁ ୨୧ ବର୍ଷ। ଯେତେବେଳେ ଇରାନରେ, ୯-୧୩ ବର୍ଷ ବୟସର ଝିଅମାନେ ମଧ୍ୟ ବିବାହ କରିପାରିବେ। ଏହି ସମୟରେ ପୁଅମାନଙ୍କୁ ୧୫ବର୍ଷ ହୋଇଥିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri