ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଶୁକ୍ରବାର ସନ୍ଧ୍ୟାରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଅସ୍ବସ୍ତି ମିଳିଛି। ଅନ୍ୟପଟେ ଏହି ବର୍ଷା ଯୋଗୁ ଚାଷୀଙ୍କ ମଧ୍ୟରେ ଖୁସି ଭରି ଯାଇଛି। ଆଗକୁ ରଜ ପର୍ବ ଆସୁଥିବା ବେଳେ ସ୍ଥାନୀୟ ଅଞ୍ଚଳ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିବେ। ଅନ୍ୟପଟେ ଏହି ବର୍ଷା ଯୋଗୁ ଚାଷୀଙ୍କ ମଧ୍ୟରେ ଖୁସି ଆଣିଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଆଗକୁ ରଜ ପର୍ବ ଆସୁଥିବା ବେଳେ ସ୍ଥାନୀୟ ଅଞ୍ଚଳ ଚାଷୀମାନେ ଉର୍ବର ଜମିରେ ଲଙ୍ଗଲ ବୁଲାଇ ତଳି ପକାଇବାକୁ ଲକ୍ଷ୍ୟ ରଖିଛି । ପାଗ ଅନୁକୂଳ ହେଲେ ଜମିରେ ବିହନ ପକା କାର୍ଯ୍ୟ ଆରମ୍ଭ ହୋଇଯିବ।