Categories: ଖେଳ

ସ୍ତ୍ରୀଙ୍କୁ ବିକିନିରେ ଦେଖି ହାର୍ଦ୍ଦିକ ପାଣ୍ଡ୍ୟା କହିଲେ..

ଆଇପିଏଲର ୧୪ତମ ସିଜନକୁ ସ୍ଥଗିତ ରଖାଯିବା ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ପରିବାର ସହିତ ସମୟ ଅତିବାହିତ କରୁଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ଫଟୋ ଶେୟାର କରୁଛନ୍ତି। ନିକଟରେ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ୍‌ଙ୍କ ବିକିନି ପିନ୍ଧା ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଉପରେ ପାଣ୍ଡ୍ୟା ନିଆଁ ଏବଂ ହୃଦୟର ଇମୋଜି ଦେଇଥିଲେ। ପ୍ରାୟତଃ ଏହି ଦମ୍ପତି ସୋସିଆଲ ମିଡିଆରେ ନିଜ ଫଟୋ ଶେୟାର କରନ୍ତି। ନତାଶା ଇନଷ୍ଟାଗ୍ରାମରେ ବିକିନିରେ ସୁଇମିଂ ପୁଲରେ କଳା ବିକିନି ପିନ୍ଧିଥିବା ଏକ ଫଟୋ ଶେୟାର କରିଥିଲେ। ପୂର୍ବରୁ ମଧ୍ୟ ପାଣ୍ଡ୍ୟା ପୁଅ ଅଗସ୍ତ୍ୟ ସହ ଭିଡିଓ ଶେୟାର କରନ୍ତି ଯାହା ଭାଇରାଲ ହୋଇଥାଏ।

Share