Posted inଖେଳ

ପୁଅଙ୍କୁ ଉପହାରରେ ପାଣ୍ଡ୍ୟା ଦେଲେ ୪ କୋଟିର ଦାମୀ କାର୍‌, ପୂର୍ବ ପତ୍ନୀ ନତାଶା…

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୨୪ ମସିହାରେ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲେ ମଧ୍ୟ ନିଜ ପୁଅ ଅଗସ୍ତ୍ୟଙ୍କ ପାଇଁ ହାର୍ଦ୍ଦିକ ସବୁକିଛି କରିବାକୁ ପ୍ରସ୍ତୁତ ବୋଲି ପ୍ରମାଣ କରିଛନ୍ତି।

भले ही हार्दिक और नताशा अलग हो गए हैं, लेकिन वह अपने बेटे अगस्त्य की परवरिश को लेकर पूरी तरह साथ हैं. हार्दिक पंड्या ने हाल ही में अपनी पूर्व पत्नी नताशा स्टेनकोविक और बेटे अगस्त्य को एक खास गिफ्ट दिया है, जिसने हर किसी को चौंका दिया है. (PHOTO CREDIT- INSTAGRAM)
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଅନୁଯାୟୀ, ହାର୍ଦ୍ଦିକ ତାଙ୍କ ପୁଅ ଅଗସ୍ତ୍ୟଙ୍କ ପାଇଁ ଏକ ଦାମୀ ଲ୍ୟାଣ୍ଡ ରୋଭର ଡିଫେଣ୍ଡର୍‌ (Land Rover Defender) ଏସ୍‌ୟୁଭି କାର୍‌ ଉପହାର ଦେଇଛନ୍ତି। ଏହି ଦାମୀ କାର୍‌ର ମୂଲ୍ୟ ପ୍ରାୟ ୩ ରୁ ୪ କୋଟି ଟଙ୍କା ବୋଲି କୁହାଯାଉଛି।

हार्दिक ने गिफ्ट में एक लग्जरी एसयूवी लैंड रोवर डिफेंडर दी है, जिसकी कीमत 3 से 4 करोड़ रुपए के बीच बताई जा रही है. सोशल मीडिया कुछ फोटोज भी वायरल हो रही हैं, जिसमें नताशा और अगस्त्य कार के साथ पोज देते नजर आ रहे हैं. (PHOTO CREDIT- INSTAGRAM)

ହାର୍ଦ୍ଦିକ ଏହି ଗିଫ୍ଟ ବିଶେଷ କରି ପୁଅ ପାଇଁ ଦେଇଛନ୍ତି। କିନ୍ତୁ ଅଗସ୍ତ୍ୟ ଏବେ ଛୋଟ ହୋଇଥିବାରୁ ଏବଂ ନତାଶା ତାଙ୍କର ଦେଖାଶୁଣା କରୁଥିବାରୁ, ନତାଶା ନିଜେ ଯାଇ ଏହି କାର୍‌କୁ ରିସିଭ କରିଛନ୍ତି। ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେଉଛି, ଯେଉଁଥିରେ ନତାଶା ଏବଂ ଅଗସ୍ତ୍ୟ ଏହି ନୂଆ କାର୍‌ ସହ ପୋଜ ଦେଉଥିବା ଦେଖିବାକୁ ମିଳିଛି।

हार्दिक पंड्या ने ये गिफ्ट खासकर अपने बेटे अगस्त्य को दिया है. लेकिन उनकी पूर्व पत्नी नताशा ही अगस्त्य की देखभाल करती हैं, जिसके चलते वह अगस्त्य के साथ कार को रिसीव करने पहुंचीं. सोशल मीडिया पर हार्दिक के इस कदम की हर कोई तारीफ कर रहा है. (PHOTO CREDIT- INSTAGRAM)

ହାର୍ଦ୍ଦିକ ଏବଂ ନତାଶା ୩୧ ମେ’ ୨୦୨୦ରେ କୋର୍ଟ ମ୍ୟାରେଜ କରିଥିଲେ। ପରେ ୨୦୨୩ ଫେବୃଆରୀ ୧୪ରେ ଉଦୟପୁରଠାରେ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ ରୀତିନୀତିରେ ପୁନର୍ବାର ବିବାହ କରିଥିଲେ। ମାତ୍ର ୨୦୨୪ରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ସେମାନେ ନିଜର ଛାଡ଼ପତ୍ର ନେଇ ଘୋଷଣା କରିଥିଲେ।

हार्दिक पंड्या और नताशा स्टेनकोविक साल 2024 में अलग हुए थे और सोशल मीडिया पर एक पोस्ट शेयर करके तलाक का ऐलान किया था. तलाक के बाद पंड्या अब माहिका शर्मा को डेट कर रहे हैं. इसी बीच हार्दिक ने सु्र्खियों में आ गए हैं. (PHOTO CREDIT- INSTAGRAM)

ସୂଚନାଯୋଗ୍ୟ, ଛାଡ଼ପତ୍ର ପରେ ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ମାହିକା ଶର୍ମାଙ୍କୁ ଡେଟ୍‌ କରୁଛନ୍ତି। ତେବେ ପୂର୍ବତନ ପତ୍ନୀ ଓ ପୁଅଙ୍କ ପ୍ରତି ହାର୍ଦ୍ଦିକଙ୍କ ଏହି ସ୍ନେହ ଏବଂ ଦାୟିତ୍ୱବୋଧକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri