Categories: ଫୁରସତ

ବିବାହ ଲାଗି ଗୋଟିଏ ଝିଅ ମିଳିବା ମୁସ୍କିଲ; ହେଲେ ଏକାସାଙ୍ଗରେ ୪ଜଣଙ୍କୁ ଜୀବନସାଥୀ କଲେ ଏହି ପୁଅ: ଭିଡିଓ ଦେଖିଲେ…

ଭାରତରେ ଏବେ ବିବାହ ଋତୁ ଆରମ୍ଭ ହୋଇଛି। ପ୍ରତି ଦିନ ହଜାର ହଜାର ବିବାହ ହେଉଛି। ସୋସିଆଲ ମିଡିଆରେ ମଧ୍ୟ କିଛି ବିବାହର ଝଲକ ଦେଖିବାକୁ ମିଳୁଛି। ଏହି କ୍ରମରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହା କୁଆଁରାମାନଙ୍କ ହୃଦୟ ଭାଙ୍ଗିଛି। କାରଣ ଗୋଟିଏ ଝିଅ ବିବାହ ପାଇଁ ମିଳୁ ନ ଥିବା ସମୟରେ ଜଣେ ପୁଅ ଏକାସାଙ୍ଗରେ ଚାରିଜଣ ଝିଅଙ୍କୁ ବିବାହ କରୁଥିବା ଭିଡିଓରେ ଦେଖାଯାଇଛି। ଏଭଳି ବିବାହ ନିଆରା। ଲୋକେ ଏହି ଭିଡିଓରେ କି ପ୍ରତିକ୍ରିୟା ଦେବେ ତାହା ଜାଣିପାରୁ ନ ଥିବା କହୁଛନ୍ତି। ସେହିଭଳି କେହି କେହି ଏବେ ହସୁଛ ପରେ କାନ୍ଦିବ ବୋଲି ମଧ୍ୟ କହୁଥିବା ଦେଖାଯାଉଛି।
ଭିଡିଓରେ ଦେଖାଯାଉଛି ଯେ ଜଣେ ପୁଅଙ୍କ ବିବାହ ହେଉଛି। ସେ ‘ସାତ ଫେରା’ ନେଉଛନ୍ତି। ତେବେ ସେ ଗୋଟିଏ କି ଦୁଇଜଣ ନୁହନ୍ତି ଚାରିଜଣ ଯୁବତୀଙ୍କ ସହ ମଣ୍ଡପରେ ବିବାହ କରୁଛନ୍ତି।
ଦେଖନ୍ତୁ ଭିଡିଓ:
Share