ଟାଇଗର ଟିଏମ୍‌ଟି ରିବାରକୁ ସରକାରଙ୍କ ସ୍ବୀକୃତି

ଭୁବନେଶ୍ୱର,୨୪।୭: ଶ୍ୟାମ ମେଟାଲିକ୍ସର ପ୍ରମୁଖ ଉପତ୍ାଦ ସେଲ ଟାଇଗର ଟିଏମ୍‌ଟି ରିବାରକୁ ନିକଟରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ସ୍ବୀକୃତି ପ୍ରଦାନ କରାଯାଇଛି। ଏପରିକି ଏହାର ଉଚ୍ଚମାନର ଉପତ୍ାଦ ସାଙ୍ଗକୁ ବୃହତ୍‌ ବିତରଣ ଏବଂ ନିର୍ମାଣ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ରାଜ୍ୟର ଅଭିବୃଦ୍ଧି କରାଇବା ଦିଗରେ ଶ୍ୟାମ ମେଟାଲିକ୍ସର ପ୍ରତିବଦ୍ଧତାକୁ ମାନ୍ୟତା ଦିଆଯାଇଛି। ଅପରପକ୍ଷରେ ସେଲ ଟାଇଗରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସ୍ବୀକୃତି ଆମ ଉପତ୍ାଦର ଗୁଣବତ୍ତାର ଏକ ପ୍ରମାଣ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବିଶେଷ କରି ଉନ୍ନତ ତନ୍ୟତା ଶକ୍ତି ଏବଂ ବିସ୍ତାରତା ପ୍ରଦର୍ଶିତ କରୁଥିବା ୮ ମିମିରୁ ୩୨ମିମି ପର୍ଯ୍ୟନ୍ତ ପରିସରର ଏଫଇ ୫୫୦ଡି ଗ୍ରେଡ ସହିତ ଭଲ ଭାବେ ଜ୍ଞାତ ଏହାର ଅବିକଳ ଉକତ୍ୃଷ୍ଟତା ପାଇଁ ଅଟଳ ଉତ୍ସର୍ଗୀକୃତ ରହିଥାଏ। ସେଲ ଟାଇଗର ଓଡ଼ିଶାର ଭିତ୍ତିଭୂମି ବିକାଶରେ ଏକ ପ୍ରମୁଖ ମାଇଲଖୁଣ୍ଟ ଚିହ୍ନିତ କରିଛି, ଏପରିକି ଅତ୍ୟାବଶ୍ୟକ ପ୍ରକଳ୍ପ ଏବଂ ବିକାଶ ଦ୍ୱାରା ବହୁସଂଖ୍ୟକ କ୍ଷେତ୍ର ଉପକୃତ ହୋଇପାରିବ।
ଏ ସମ୍ପର୍କରେ ଶ୍ୟାମ ମେଟାଲିକ୍ସର ବରିଷ୍ଠ ଭିପି (ବିକ୍ରି ଏବଂ ବିପଣନ) ଅନୀଶ ମିଶ୍ର କହିଥିଲେ, ସେଲ ଟାଇଗର ପାଇଁ ଓଡିଶା ସରକାରଙ୍କ ସ୍ବୀକୃତି କମ୍ପାନୀ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଅନୁମୋଦନକୁ ଆମେ ବେଶ୍‌ ପ୍ରଶଂସା କରୁଛୁ। ଏପରିକି ଆମର ଉପତ୍ାଦ ଅସାଧାରଣ ଗୁଣାମତ୍କତାର ପ୍ରମାଣ ଭାବେ ବିବେଚନା କରୁଛି। କମ୍ପାନୀର ବିସ୍ତାରିତ ପହଞ୍ଚ ଏବଂ ରାଜ୍ୟ ସରକାରଙ୍କ ସିଭିଲ କାର୍ଯ୍ୟରେ ସମ୍ପୃକ୍ତି ପ୍ରତିଯୋଗିତାମୂଳକ ମୂଲ୍ୟରେ ସର୍ବଶ୍ରେଷ୍ଠ ସମାଧାନ ପ୍ରଦାନ କରିବାକୁ ଆମର ପ୍ରତିବଦ୍ଧତାକୁ ଦର୍ଶାଏ ବୋଲି ମିଶ୍ର ମତପ୍ରକାଶ କରିଛନ୍ତି। ସେହିଭଳି ସ୍ଥାୟୀ ବିକାଶ ହାସଲ କରିବା ଏବଂ ଓଡିଶାରେ ବଢୁଥିବା ଭିତ୍ତିଭୂମି ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଭିନ୍ନ ହିତାଧିକାରୀ, ଅଂଶୀଦାର ଏବଂ ସରକାରୀ ସଂସ୍ଥା ସହ ଆମେ ସହଯୋଗ କରିବାକୁ ଆଶା କରୁଛୁ। ସେହିପରି ରାଜ୍ୟ ସରକାରଙ୍କ ସିଭିଲ କାର୍ଯ୍ୟର ବିସ୍ତାରିତ ଏବଂ ବ୍ୟାପକ ପରିସର ପାଇଁ ଅନୁମୋଦିତ ସ୍ବୀକୃତି ପଥ ପରିଷ୍କାର କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri