ଚାଇନାର ଡି ଜିଆଙ୍ଗ ଜଣେ ବିବାହିତ ପୁରୁଷ। ବୟସ ତାଙ୍କୁ ୩୬ ବର୍ଷ। ତେବେ ସେ ଅନ୍ୟଙ୍କଠାରୁ ଟିକେ ଭିନ୍ନ। ପ୍ରତିଦିନ ସକାଳୁ ସେ ବି ଅନ୍ୟ ପୁରୁଷଙ୍କ ପରି ଅଫିସ୍ ଯିବାକୁ ପ୍ରସ୍ତୁତ ହୁଅନ୍ତି। ହେଲେ ପ୍ୟାଣ୍ଟ ସାର୍ଟ ପିନ୍ଧି ନୁହେଁ, ବରଂ କାର୍ଟୁନ ଚରିତ୍ର ଲୋଲିତା ପରି ଫ୍ରକ ପିନ୍ଧି। ଆଉ ଦୁଇ ଘଣ୍ଟା ସମୟ ନିଅନ୍ତି ଲୋଲିତା ପରି ମେକ୍ଅପ୍ ନେବାକୁ। ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଥାଏ ତାଙ୍କର ରଙ୍ଗିନ ଲମ୍ବା କେଶ। ସେ କେବଳ ନିଜେ ଏଭଳି ଗେଟ୍ ଅପ୍ ନିଅନ୍ତି ତାହା ନୁହେଁ, ଅଫିସ୍ର ସହକର୍ମୀଙ୍କୁ ବି ଏଭଳି ଆସିବାକୁ ପ୍ରବର୍ତ୍ତାଇଥାନ୍ତି। ଡି ଜିଆଙ୍ଗ କୁହନ୍ତି, ମତେ ଲୋଲିତା ଷ୍ଟାଇଲ୍ ଭଲ ଲାଗେ। ସେଥିପାଇଁ ମୁଁ ଲୋଲିତା ଗେଟ୍ଅପ୍ ନିଏ। ମୁଁ ଅନେକ ଲୋଲିତା ଷ୍ଟାଇଲ୍ ଫ୍ରକ୍ ବି କିଣିଛି। ତେଣୁ ମୁଁ ସେଗୁଡିକୁ ପିନ୍ଧିବିନି କାହିଁକି? ମୋ ସ୍ତ୍ରୀ ବି ମତେ ସପୋର୍ଟ କରନ୍ତି ଓ ମେକ୍ଅପ୍ ଟିପ୍ସ ଦିଅନ୍ତି। ମୋ ମତରେ ପୋଷାକ ପିନ୍ଧିବାର କୌଣସି ଲିଙ୍ଗ ନ ଥାଏ। ତେଣୁ ଯେତେବେଳେ ମୁଁ ଫ୍ରକ ପିନ୍ଧୁଛି ତାର ଅର୍ଥ ନୁହେଁ ମୁଁ ମହିଳାଙ୍କ ପୋଷାକ ପିନ୍ଧୁଛି। ଡ୍ରେସ୍ କେବଳ ଡ୍ରେସ୍ ଆଉ କିଛି ନୁହେଁ। ଏଭଳି ପୋଷାକ ପିନ୍ଧିବା ଦ୍ୱାରା ମୁଁ ମହିଳାଙ୍କର ଦୈନନ୍ଦିନର ସମସ୍ୟା ଓ ଚ୍ୟାଲେଞ୍ଜକୁ ବି ବୁଝିପାରୁଛି।’ ଡି ଜିଆଙ୍ଗଙ୍କ ପାଖରେ ଏବେ ୨୦୦ ଲୋଲିତା ଡ୍ରେସ୍ ଅଛି, ଯାହାର ମୂଲ୍ୟ ୫୫,୦୦୦ ଡଲାର ହେବ।
ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …
ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…
ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ
ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…
ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!
ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…
ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ
ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍ଠାରୁ…
ହୋଟେଲ ରୁମ୍ କିମ୍ବା ଚେଞ୍ଜିଂ ରୁମ୍ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…
ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…
ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…
ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…
ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…
ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…
୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!
ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…
Archives

