ଏହି ୭ ଭୁଲ ଯୋଗୁ ଘର ଦ୍ୱାର ମୁହଁରୁ ଫେରି ଯାଇଥାନ୍ତି ମା’ ଲକ୍ଷ୍ମୀ, ଜାଣିନିଅନ୍ତୁ…

ଜୀବନରେ ସମସ୍ତେ ଚାହାନ୍ତି ଯେ ତାଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହେଉ। ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ବରସୁଥାଉ। ଏଥିଲାଗି ସମସ୍ତେ କଠିନ ପରିଶ୍ରମ କରିଥାନ୍ତି। ହେଲେ ଅନେକ ଥର କିଛି ଲୋକଙ୍କ ଦ୍ୱାର ମୁହଁରୁ ଲକ୍ଷ୍ମୀ ଫେରି ପଳାଇଥାନ୍ତି। ଏଥିଲାଗି ତାଙ୍କ ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଆସନ୍ତୁ ଜାଣିବା କେଉଁ କାରଣରୁ ମା’ ଲକ୍ଷ୍ମୀ ଖପ୍ପା ହୋଇ ଦ୍ୱାର ମୁହଁରୁ ଫେରି ପଳାଇଥାନ୍ତି…

-ଧାର୍ମିକ ମାନ୍ୟତା ଅନୁଯାୟୀ ଯେଉଁ ସ୍ଥାନରେ ସ୍ବଚ୍ଛତା ଏବଂ ପବିତ୍ରତା ଥଏ ସେଠାରେ ଲକ୍ଷ୍ମୀ ବାସ କରିଥାନ୍ତି। ଅପରପକ୍ଷେ ଯେଉଁ ଘର ଅପରିଷ୍କାର ଥାଏ ସେଠାରୁ ଲକ୍ଷ୍ମୀ ଫେରି ଯାଇଛନ୍ତି।

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଧନ ଧାନ୍ୟ କାମନା କଲେ ଭୁଲ୍‌ରେ ବି ଶୁକ୍ରବାର ଦିନ ଘରୁ ଚିନି, ରୂପା ଦାନ କରିବା ଉଚିତ ନୁହେଁ।

– ହିନ୍ଦୁ ମାନ୍ୟତାନୁଯାୟୀ ଦିନ ଏବଂ ସନ୍ଧ୍ୟା ସମୟରେ ଶୋଉଥିବା ଲୋକଙ୍କ ଘରୁ ଲକ୍ଷ୍ମୀ ରୁଷ୍ଟ ହୋଇ ଚାଲିଯାଇଥାନ୍ତି।

– ଯେଉଁ ଘରେ ସ୍ତ୍ରୀଙ୍କୁ ସମ୍ମାନ ଦିଆଯାଏନାହିଁ ସେଠାରୁ ଲକ୍ଷ୍ମୀ ଚାଲିଯାଇଥାନ୍ତି।

-ଯେଉଁ ଘରେ କଥା କଥାକେ ଝଗଡ଼ା ହୋଇଥାଏ, ଲୋକମାନେ ପରସ୍ପରକୁ ଅପଶବ୍ଦ କହିଥାନ୍ତି, ସେହି ଘରୁ ଲକ୍ଷ୍ମୀ ଫେରିଯାଇଥାନ୍ତି।

-ଯେଉଁ ଲୋକମାନେ ସଫାସୁତୁରା ପୋଷାକ ପିନ୍ଧନ୍ତି ନାହିଁ, ସର୍ବଦା ଅପରିଷ୍କାର ବାସନ ରାତିରେ ରୋଷେଇ ଘରେ ରଖିଥାନ୍ତି ସେମାନଙ୍କ ଘରେ ଲକ୍ଷ୍ମୀ ବସବାସ କରନ୍ତି ନାହିଁ।

-ହିନ୍ଦୁ ମାନ୍ୟତା ଅନୁଯାୟୀ ଯେଉଁ ଘରେ ଖାଇବା ଏବଂ ପାଣି ବରବାଦ ହୋଇଥାଏ, ସେଠାରୁ ଧନର ଦେବୀ ଖପ୍ପା ହୋଇ ଚାଲି ଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri