Posted inଫୁରସତ

ପୁଅଙ୍କର ଏହି ୪ ଗୁଣକୁ ପସନ୍ଦ କରନ୍ତି ଝିଅ : ଜାଣନ୍ତୁ ସେ ସବୁ କ’ଣ

ପୁଅ ମାନଙ୍କ କିଛି ଅଭ୍ୟାସ ଅଛି ଯାହା ଝିଅ ମାନଙ୍କୁ ବହୁତ ପସନ୍ଦ ଆସିଥାଏ। ପ୍ରତ୍ୟେକ ଝିଅ ଚାହାନ୍ତି ସେମାନଙ୍କ ପାର୍ଟନର ଏହି ସବୁ ଗୁଣର ଅଧିକାରୀ ହୁଅନ୍ତୁ। ସାଧାରଣତଃ ପୁଅମାନେ ଝିଅମାନଙ୍କ ପସନ୍ଦ ଆସିବା ପାଇଁ ଅନେକ କିଛି କରିଥାନ୍ତି। ତେବେ କିଛି ଏପରି ଅଭ୍ୟାସ ଅଛି ଯାହା ଝିଅମାନଙ୍କୁ ବେଶି ଭଲ ଲାଗିଥାଏ। ଜାଣନ୍ତୁ ସେ ସମ୍ପର୍କରେ ….

ଭଲ ବ୍ୟବହାର

ଝିଅମାନେ ଭଲ ବ୍ୟବହାର ପଦର୍ଶନ କରୁଥିବା ପୁଅମାନଙ୍କୁ ପସନ୍ଦ କରନ୍ତି । ସେମାନେ ନମ୍ର ପ୍ରକୃତିର ଯୁବକମାନଙ୍କୁ ବନ୍ଧୁ କରିବାକୁ ଚାହିଁନ୍ତି। କାରଣ ଭଲ ଆଚରଣ କରୁଥିବା ବ୍ୟକ୍ତି ସବୁଠାରେ ସମ୍ମାନ ପାଇଆନ୍ତି।

ସମ୍ମାନ
ଅନେକ ସମୟରେ ଝିଅମାନେ ସେହି ପୁଅମାନଙ୍କୁ ପସନ୍ଦ କରିଥାନ୍ତି। ଯେଉଁମାନେ ଅନ୍ୟକୁ ସମ୍ମାନ ଦେଇଥାନ୍ତି। କାରଣ ସେମାନେ ଏହା ଜାଣିଥାନ୍ତି ଯେ ଯେଉଁ ପୁଅ ଅନ୍ୟକୁ ସମ୍ମାନ କରେ ସେ କେବେ କାହାକୁ ଅସଦାଚରଣ କରିପାରିବ ନାହିଁ।

ଯତ୍ନଶୀଳ
ଝିଅମାନେ ପ୍ରକୃତରେ ଯତ୍ନ ନେଉଥିବା ପୁଅମାନଙ୍କୁ ପସନ୍ଦ କରନ୍ତି। ଏହିଭଳି ପୁଅମାନଙ୍କ ସହିତ ବନ୍ଧୁତା କରିବାକୁ ସେମାନେ ଆଗ୍ରହ ପ୍ରକାଶ କରନ୍ତି। ଝିଅମାନେ ଏହିଭଳି ପୁଅ ଖୋଜନ୍ତି ଯେଉଁମାନେ ସେମାନଙ୍କର ଯତ୍ନ ନେଉଥିବେ । ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କୁ ସମର୍ଥନ କରୁଥିବେ।

ସଚ୍ଚୋଟ

ଝିଅମାନେ ସଚ୍ଚୋଟ ପୁଅମାନଙ୍କୁ ପସନ୍ଦ କରନ୍ତି। ସୋନେ ତାଙ୍କ ପାର୍ଟନର ଭାବେ ସଚ୍ଚୋଟ ପୁଅମାନଙ୍କୁ ଖୋଜନ୍ତି ଯେଉଁମାନେ କେବଳ ତାଙ୍କୁ ଭଲ ପାଉଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri