ଗିଙ୍ଗ୍‌ହମ୍‌ ଫ୍ୟାଶନ୍‌

ଏବେ ଫ୍ୟାଶନ୍‌ପ୍ରେମୀ ଯୁବପିଢ଼ିଙ୍କ ପାଇଁ ଗିଙ୍ଗ୍‌ହମ୍‌ ଆଉଟ୍‌ଫିଟ୍‌ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଏହା ସବୁ ସିଜନ୍‌ରେ ପିନ୍ଧିଲେ ଭଲ ଲାଗିବା ସହ କ୍ଲାସି ଲୁକ୍‌ ମଧ୍ୟ ଦେଇଥାଏ। ହେଲେ ଓ୍ବିଣ୍ଟର ଓ୍ବିୟର ଭାବେ ଏହା ୟୁନିକ୍‌ ଲୁକ୍‌ ଦେଇଥାଏ। ତେବେ ଏହାର ବଢ଼ୁଥିବା ଡିମାଣ୍ଡକୁ ଆଖି ଆଗରେ ରଖି ବର୍ତ୍ତମାନ ମାର୍କେଟ୍‌ରେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟର ଡ୍ରେସ୍‌ଠାରୁ ଆରମ୍ଭ କରି ଓ୍ବାନ୍‌ ସାଇଡ୍‌ ବ୍ୟାଗ୍‌ ପର୍ଯ୍ୟନ୍ତ ସବୁର କଲେକ୍ସନ ପାଇପାରିବେ…

ଯଦି ଆପଣଙ୍କୁ ଚେକ୍‌ ଷ୍ଟାଇଲ୍‌ର ଡ୍ରେସ୍‌ ପିନ୍ଧିବାକୁ ବହୁତ ପସନ୍ଦ, ତେବେ ଗିଙ୍ଗ୍‌ହମ୍‌ ଫ୍ୟାଶନ୍‌ ଟ୍ରାଏ କରନ୍ତୁ। ଏମିତିକି ଆପଣ ଯଦି ଏହାକୁ ଅଫିସ୍‌ ପାଇଁ କ୍ୟାରି କରୁଛନ୍ତି, ଏଥିରେ ଆପଣ କ୍ଲାସି ଲୁକ୍‌ ପାଇବେ।
ଡେଲି ଓ୍ବିୟର କିମ୍ବା ଅଫିସ୍‌ ପାଇଁ ଯଦି କିଛି ସିମ୍ପଲ ଏବଂ କମ୍ଫର୍ଟ ଲୁକ୍‌ ଦେଉଥିବା ପ୍ୟାଣ୍ଟ କିମ୍ବା ଲେଗିନ୍ସ କ୍ୟାରି କରିବାକୁ ଚାହୁଁଛନ୍ତି, ତେବେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟର ପ୍ୟାଣ୍ଟ ଟ୍ରାଏ କରନ୍ତୁ। କଟନ୍‌ କିମ୍ବା ଉଲେନ୍‌ ମ୍ୟାଟେରିଆଲରେ ମଧ୍ୟ ଏହି ପ୍ରିଣ୍ଟ ଉପଲବ୍ଧ। ତେବେ ସ୍ମାର୍ଟ ଦେଖାଯିବା ପାଇଁ ଏଥିରେ ଲଙ୍ଗ୍‌ ଜ୍ୟାକେଟ୍‌ କିମ୍ବା ଶ୍ରଗ୍‌ ପିନ୍ଧି ପାରିବେ।
ଶୀତଦିନେ ଜ୍ୟାକେଟ୍‌ କ୍ୟାରି କରୁଥିଲେ ଥଣ୍ଡାରୁ ଉପଶମ ସହ ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଗିଙ୍ଗ୍‌ହମ୍‌ ପ୍ରିଣ୍ଟର ଜ୍ୟାକେଟ୍‌ ଟ୍ରାଏ କରନ୍ତୁ। ଏହାର ହାଇ ଏବଂ ମିଡିୟମ୍‌ ନେକ୍‌ ଜ୍ୟାକେଟଠାରୁ ଆରମ୍ଭ କରି ଲଙ୍ଗ୍‌ କୋର୍ଟ ମଧ୍ୟ ଉପଲବ୍ଧ। ଏହି ଲୁକ୍‌ରେ ଫୁଟ୍‌ଓ୍ବେୟାର୍‌ ପାଇଁ ବୁଟ୍‌ ମ୍ୟାଚ୍‌ କରିପାରିବେ।
ଶୀତଦିନେ ଆଉଟିଂ ଲାଗି ଫ୍ୟାଶନେବୁଲ୍‌ ସ୍ବେଟର ଡ୍ରେସ୍‌ ବାଛୁଥିଲେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ସ୍ବେଟର୍‌ କ୍ୟାରି କରନ୍ତୁ। ଏହି ସ୍ବେଟର୍‌ ସହ ଲଙ୍ଗ୍‌ ନି ହାଇ ବୁଟସ୍‌ ପେୟାର୍‌ କରିପାରିବେ।…
ନିଜ ଆଉଟ୍‌ଫିଟ୍‌ରେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ଆସେସରିଜ୍‌ କ୍ୟାରି କରିବାକୁ ଚାହୁଁଥିଲେ ଗିଙ୍ଗ୍‌ହମ୍‌ ସ୍କାର୍ଫକୁ ଟିମ୍‌ଅପ୍‌ କରିପାରିବେ। ଟି-ଶାର୍ଟଠାରୁ ଆରମ୍ଭ କରି ଜ୍ୟାକେଟ୍‌ ପର୍ଯ୍ୟନ୍ତ ଏହି ସ୍କାର୍ଫ ଆପଣଙ୍କୁ କ୍ଲାସି ଲୁକ୍‌ ଦେବ।
ଆଉଟିଂ ହେଉ କି ଅଫିସ୍‌ ଅବା ପାର୍ଟିରେ ୟୁନିକ୍‌ ଲୁକ୍‌ ପାଇଁ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ହ୍ୟାଣ୍ଡ ବ୍ୟାଗ୍‌ କ୍ୟାରି କରିପାରିବେ। ଏହି ଷ୍ଟାଇଲ୍‌ ଛୋଟ ହ୍ୟାଣ୍ଡ ବ୍ୟାଗ୍‌ଠାରୁ ଆରମ୍ଭ କରି ଓଭର୍‌ସାଇଜ୍‌ ବ୍ୟାଗ୍‌ ଯାଏ ମାର୍କେଟରେ ଉପଲବ୍ଧ। ତେବେ ଧ୍ୟାନରଖନ୍ତୁ, ଏହି ଗିଙ୍ଗ୍‌ହମ୍‌ ଆସେସରିଜ୍‌ କ୍ୟାରି କରୁଥିଲେ ଏହି ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ବଦଳରେ ସିଙ୍ଗଲ୍‌ କଲରର ଆଉଟ୍‌ଫିଟ୍‌ ବାଛନ୍ତୁ ଅଧିକ ଆଇକ୍ୟାଚି ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri