Posted inଖେଳ

ବିଶ୍ୱକପ୍‌ ବିଜୟକୁ ପୁରିଲା ୧୦ ବର୍ଷ; ଗମ୍ଭୀର କହିଲେ ‘ଆଉ ଖୁସି ହେବାର ସମୟ ନାହିଁ, ସମୟ ଆସିଛି…’

ନୂଆଦିଲ୍ଲୀ,୨।୪: ୨୦୧୧ ବିଶ୍ୱକପ୍‌ରେ ଭାରତର ବିଜୟକୁ ପୁରିଛି ଦଶ ବର୍ଷ। ଏହି ବିଜୟ ପଛରେ ପ୍ରମୁଖ ଭୂମିକା ତୁଲାଇଥିବା କ୍ରିକେଟରଙ୍କ ମଧ୍ୟରେ ଜଣେ ଥିଲେ ଗୌତମ ଗମ୍ଭୀର। ହେଲେ ସେ ଏହାକୁ ନେଇ ଉତ୍ସାହିତ ହେବାକୁ ନେଇ ନିଆରା ପ୍ରତିକ୍ରିୟା ରଖି ଚର୍ଚ୍ଚାରେ।

ଶୁକ୍ରବାର ଦଶ ବର୍ଷ ପୂର୍ତ୍ତି ଅବସରରେ ଖେଳାଳିମାନେ ଉକ୍ତ ଦିନକୁ ମନେପକାଇ ପୋଷ୍ଟ କରୁଛନ୍ତି। ହେଲେ ଗମ୍ଭୀର କହିଛନ୍ତି, ସେହି ଖୁସି କାଲିର କଥା ନୁହେଁ। ମୁଁ ସେଭଳି ଭାବି ପାରିବି ନାହିଁ। କାରଣ ବିଜୟକୁ ଦଶ ବର୍ଷ ବିତି ସାରିଛି। ମୁଁ ସେଭଳି ବ୍ୟକ୍ତି ନୁହେଁ, ଯିଏ ବାରମ୍ବାର ପଛକୁ ଦେଖେ। ଗୌରବମୟ କ୍ଷଣ ଥିଲେ ହେଁ ଏବେ ଭାରତୀୟ ଟିମ୍‌କୁ ଆଗକୁ ବଢ଼ିବାକୁ ହେବ। ସମ୍ଭବତଃ ଶୀଘ୍ର ବିଶ୍ୱକପ୍‌ ଜିତିବାର ସମୟ ଆସିଛି ବୋଲି ସେ କହିଛନ୍ତି।

୨୦୦୭ ବିଶ୍ୱ ଟି୨୦ ଫାଇନାଲରେ ୯୭ରନ୍‌ର ପାଳି ଖେଳିଥିଲେ ଗମ୍ଭୀର। ଏହା ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ମାତ୍ର ଏବେ କ୍ରିକେଟ ଭାବେ କରିବା ଉଚିତ ଥିଲା। କାରଣ ଖେଳିବା ଲାଗି ଆମକୁ ଚୟନ କରାଯାଇଥିଲା। ଏବେ ସେହି ଭାବନାକୁ ପୁନର୍ବାର ଅନୁଭବ କରିବାକୁ ଇଚ୍ଛା ନାହିଁ। କାରଣ ଏହା ଅସାଧାରଣ କାମ ନୁହେଁ। ଦେଶକୁ ଗୌରବାନ୍ବିତ କରିଥିଲୁ। ଲୋକମାନେ ଖୁସି ଥିଲେ। ଏଣୁ ସେଭଳି ଖୁସି ପୁଣି ମିଳିବାର ସମୟ ଆସିଛି। ଆଗାମୀ ବିଶ୍ୱକପ୍‌କୁ ନେଇ ପ୍ରସ୍ତୁତ ହେବାର ସମୟ ଆସିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri