ଶୀତରେ ଥରୁଛି ଜି ଉଦୟଗିରି: ୭.୬ ସର୍ବନିମ୍ନ ତାପମାତ୍ରା

ଜି ଉଦୟଗିରି ୧୩/୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ) କ୍ରମାଗତ ଏକ ସପ୍ତାହ ହେବ ହାଡଭଙ୍ଗା ଶୀତରେ ଥରୁଛି ଜି ଉଦୟଗିରି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ରାସ୍ତା କଡରେ ବସି ବିକ୍ରି କରୁଥିବା ଛୋଟ ବ୍ୟବସାୟୀମାନେ ଅଧିକ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଶୀତ ଯୋଗୁ ଘରୁ ବାହାରିବା କଷ୍ଟ ହେଉଛି। ଦିନ ୧୦ ଘଣ୍ଟା ସୁଦ୍ଧା ଘରୁ ବାହାରିବା କଷ୍ଟ ହେଉଛି। ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସୁଛନ୍ତି। ଶୀତ ସାଙ୍ଗକୁ କୋହଲା ପବନ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇ ଯାଉଛନ୍ତି।
ଅନ୍ୟପଟେ ଶୀତର ମଜା ନେବାପାଇଁ ପର୍ଯ୍ୟଟକଙ୍କ ଆସିବା ଆରମ୍ଭ ହୋଇଯାଉଛି। କଳିଙ୍ଗା ବନ ଉଦ୍ୟାନ, ମୁକୁଲିଙ୍ଗିଆ ହିଲ ଟପ, ଶିରିକି ପାର୍କ ଓ ଡ୍ୟାମ୍‌ । କଫି ବଗିଚା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଲାଣି। ଜି.ଉଦୟଗିରି ରାଜ୍ୟର ଶିତଳତମ ସହର ହୋଇଥିବା ବେଳେ ସରକାର ଏଠାରେ ଇକୋ ରିଟ୍ରିଟ କରନଥିବା ଯୋଗୁ ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି। ସ୍ବେଚ୍ଛାସେବୀ ଅମନ ନାୟକ ସରକାର ଅତିଶୀଘ୍ର ଜି. ଉଦୟଗିରି ରେ ଶୀତ ମହଉତ୍ସବ ଆୟୋଜନ କରିବା କୁ ମତବ୍ୟକ୍ତ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

BCCIକୁ ଶକ୍ତ ଚାପୁଡ଼ା ଦେଲା ପାକିସ୍ତାନ: କାହିଁକି ଏମିତି କହିଲେ ରାଜ୍ୟ ସଭା ଏମ୍‌ପି

ନୂଆଦିଲ୍ଲୀ,୨।୨: ପାକିସ୍ତାନ ICC ପୁରୁଷ T20 ବିଶ୍ୱକପରେ ଭାରତ ବିପକ୍ଷରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ହେଉଛି ଫେବୃଆରୀ ୧୫ରେ ଭାରତ ଏବଂ ପାକିସ୍ତାନ…

ଭାରତ ବିପକ୍ଷ ମ୍ୟାଚ୍‌ ବୟକଟ କରିବା ପାକିସ୍ତାନକୁ ପଡ଼ିବ ମହଙ୍ଗା

ନୂଆଦିଲ୍ଲୀ,୨।୨: ଆସନ୍ତା ୭ରୁ ଆରମ୍ଭ ହେବ ଟି୨୦ ବିଶ୍ୱକପ୍‌। ହେଲେ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋଠାରେ ଭାରତ ବିପକ୍ଷରେ ହେବାକୁ ଥିବା ହାଇଭୋଲ୍‌ଟେଜ୍‌ ଲିଗ୍‌ ମ୍ୟାଚ୍‌କୁ ପାକିସ୍ତାନ…

ଟ୍ରେନ୍‌ରେ ହଠାତ୍ ଲାଗିଲା ନିଆଁ, ତୁରେକେଲା ରୋଡ୍ ଷ୍ଟେସନରେ…

ବଲାଙ୍ଗୀର,୨।୨(ସୁନିଲ କୁମାର ମହାନ୍ତି/ଗୁରୁଦ୍ୱାଲ ହିଂସ): କଣ୍ଟାବାଞ୍ଜି ଷ୍ଟେସନରୁ ରାୟପୁର ବିଶାଖପାଟଣା ଦେଇ ଯାଉଥିବା ଏକ ମାଲବାହୀ ଟ୍ରେନରେ ନିଆଁ । ତୁରେକେଲା ରେଳ ଷ୍ଟେସନରେ ସୋମବାର ଏକ…

ନନ୍ଦନକାନନ ନୂଆ ନିର୍ଦ୍ଦେଶକ ହେଲେ IFS  ସନତ କୁମାର ଏନ

ବାରଙ୍ଗ,୨।୨(ଲିଙ୍ଗରାଜ ରାଉତ):  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦ୍ଦେଶକ ହେଲେ IFS ସନତ କୁମାର ଏନ। ପୂର୍ବରୁ ସନତ କୁମାର ଏନ ଉପନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ ।…

ମଧ୍ୟବିତ୍ତଙ୍କ ପାଇଁ ବଜେଟରେ କ’ଣ ଅଛି? ଏହି ପ୍ରଶ୍ନ ଶୁଣି ଏମିତି ରିଆକ୍ସନ ଦେଲେ ଅର୍ଥମନ୍ତ୍ରୀ, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୨: ରବିବାର, ଫେବୃଆରୀ ୧ରେ ବଜେଟ ୨୦୨୬ ଉପସ୍ଥାପନ ପରେ, ସରକାର ଏହାର ଘୋଷଣାଗୁଡ଼ିକୁ ପ୍ରମୁଖ ସଫଳତା ବୋଲି କହୁଥିବା ବେଳେ, ମଧ୍ୟବିତ୍ତ ବର୍ଗ ପୁଣି ଥରେ…

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା: ଶୁଣୁନାହାନ୍ତି ବିଭାଗୀୟ ଯନ୍ତ୍ରୀ

ପରଜଙ୍ଗ,୨/୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ହାତୀ ଲୁଚଣି ଗ୍ରାମରେ ଗତ ୧୦ ଦିନ ହେବ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ…

ମୋମୋ ଦରକାର ଯଦି ସୁନା ଆଣ….ଘରୁ ୮୫ ଲକ୍ଷର ଅଳଙ୍କାର ଚୋରି କରି ଦୋକାନୀକୁ ଦେଲା ବାଳକ

ଲକ୍ଷ୍ନୌ,୨।୨: ଉତ୍ତର ପ୍ରଦେଶର ଦେଓରିଆ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । କିଛି ମୋମୋ ବିକ୍ରେତାଙ୍କ ବିରୋଧରେ ଜଣେ ପିଲାକୁ ତାଙ୍କ ଘରୁ ଲକ୍ଷ…

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଉଡ଼ାନ-୨୦୨୬’: କ୍ରୀଡ଼ା ପ୍ରାଙ୍ଗଣରେ ପ୍ରତିଭାର ମହୋତ୍ସବ

ଥୁଆମୂଳ ରାମପୁର, ୨।୨ (ଦୁର୍ଗା କୀର୍ତ୍ତି)-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri