Categories: ଜାତୀୟ

ଟ୍ରେନ ମିସ୍‌ କରିଥିବା ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରାଇବ ରେଳବାଇ

ନୂଆଦିଲ୍ଲୀ,୨୬ା୧- ରାଜଧାନୀରେ କୃଷକଙ୍କ ଟ୍ରାକ୍ଟର ରାଲି ଯୋଗୁ ମଙ୍ଗଳବାର ରାତି ୯ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଷ୍ଟେଶନରେ ଟ୍ରେନ ମିସ୍‌ କରିଥିବା ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ। ଏ ନେଇ ଘୋଷଣା କରିଛି ଉତ୍ତରାଞ୍ଚଳ ରେଳବାଇ (ସିପିଆରଓ) । ଏହି ଅର୍ଥ ଟିଡିଆର ଓ ଇ-ଟିକେଟ ପାଇଁ ବ୍ୟବହୃତ ଇ-ଟିଡିଆର ମାଧ୍ୟମରେ ଗ୍ରାହକମାନେ ଫେରିପାଇବେ। ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସଙ୍କ ଉପରେ ଆକ୍ରମଣ କରିଥିଲେ ଆନ୍ଦୋଳନରତ କୃଷକ।

Share