Categories: ଜାତୀୟ

ଇସ୍ତଫା ଦେଲେ ରାଜ୍ୟସଭାର ପୂର୍ବତନ ଏମ୍‌ପି

ନୂଆଦିଲ୍ଲୀ, ୧୨।୮: ରାଜ୍ୟସଭାର ପୂର୍ବତନ ଏମ୍‌ପି ପବନ କେ. ବର୍ମା ଶୁକ୍ରବାର  ତୃଳମୂଳ କଂଗ୍ରେସ(ଟିଏମସି )ରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପଠାଇଛନ୍ତି । ଏନେଇ ପବନ କେ. ବର୍ମା ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

Share